www.samajalive.in
Sunday, December 7, 2025
23.1 C
Bhubaneswar

ବନ୍ୟା ଜଳରେ ମାଡି ଆସିଲେ ହଜାର ହଜାର କୁମ୍ଭୀର; ଦେଖନ୍ତୁ ଭିଡ଼ିଓ

ସମାଜ ଡିଜିଟାଲ ଡେସ୍କ: କେବେ ଦେଖିନଥିବେ ଏଭଳି ଦୃଶ୍ୟ। ଏହା କୌଣସି ବଡ ଅଭୟାରଣ୍ୟର ଦୃଶ୍ୟ ନୁହେଁ। ବରଂ ବନ୍ୟା ଜଳ ମାଡି ଆସିଥିବା ଏକ ଅଞ୍ଚଳର ଦୃଶ୍ୟ। ବନ୍ୟା ଜଳ ମାଡି ଆସିବାରୁ ହଜାର ହଜାର କୁମ୍ଭୀର ମଧ୍ୟ ଭାସି ଆସିଛନ୍ତି। ବୋଟରେ ଯିବା ବେଳେ ହଜାର ହଜାର କୁମ୍ଭୀର ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଜଣେ ବ୍ୟକ୍ତି। ଏହି ସମୟରେ କୁମ୍ଭୀରଙ୍କ ଏଭଳି ମେଳିକୁ କ୍ୟାମେରାରେ କଏଦ କରି ସୋସିଆଲ ମିଡ଼ିଆରେ ଅପଲୋଡ କରିଛନ୍ତି। ଯାହାକି ଖୁବ ଭାଇରାଲ ହୋଇଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories