www.samajalive.in
Friday, December 12, 2025
17.1 C
Bhubaneswar

ଆଖିର ଜ୍ୟୋତି ବୃଦ୍ଧି କରିବାର ଉପାୟ

ନିଶାସେବନ କଲେ ହିଁ ଏହାର କୁପ୍ରଭାବ ଆଖି ଉପରେ ପଡ଼ୁଥିବାର ବିଶେଷଜ୍ଞଙ୍କ ମତ। ଆଜିକାଲିର ପିଢ଼ି ମଧ୍ୟ ନିଜ ଖାଦ୍ୟପାନୀୟ ବାବଦରେ ଏତେଟା ସତର୍କ ନୁହନ୍ତି। ଫାଷ୍ଟଫୁଡ୍, ପ୍ୟାକେଟ୍ ଫୁଡ୍ ଇତ୍ୟାଦିକୁ ଯୁବବର୍ଗ ଅଧିକ ପ୍ରାଧାନ୍ୟ ଦେଉଛନ୍ତି। ଯାହା କାରଣରୁ ଆମ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକତତ୍ତ୍ବ ମିଳିପାରେନାହିଁ ଓ ବିଭିନ୍ନ ପ୍ରକାର ସମସ୍ୟା ଉପୁଜେ।

  •  ନିଜ ଖାଦ୍ୟପାନୀୟରେ ସବୁଜ ପନିପରିବା ନିୟମିତ ଖାଇବା ଆବଶ୍ୟକ। ଏଥିରେ ଥିବା ଲୌହ ପୋଷକତତ୍ତ୍ବ ଆମ ଚକ୍ଷୁର ଜ୍ୟୋତି ବୃଦ୍ଧି ନିମନ୍ତେ ମୁଖ୍ୟ ଭୂମିକା ଗ୍ରହଣ କରେ।
  •  ଗାଜର ରସ ପ୍ରତିଦିନ ପିଇବା ମଧ୍ୟ ସ୍ବାସ୍ଥ୍ୟ ନିମନ୍ତେ ହିତକାରୀ। ଆଣ୍ଟିଅକ୍ସିଡାଣ୍ଟ ଭରପୂର ଗାଜର ରସ ପିଇଲେ ଆମ ତ୍ବଚା ସମସ୍ୟା ଦୂର ହେବା ସହ ଆଖିର ସମସ୍ୟା ଦୂର ହୁଏ। ପିଲାଙ୍କୁ ଗାଜରର ବିଭିନ୍ନ ପ୍ରକାର ବ୍ୟଞ୍ଜନ ସହ ଏହାର ରସ ପିଇବାକୁ ଦେବା ଭଲ।
  •  ସପ୍ତାହରେ ୨-୩ଥର ପେସ୍ତାବାଦାମଗୁଣ୍ଡ ମିଶା ଖିର ପିଇବା ଉଚିତ। ଏଥିରେ ଥିବା ଭିଟାମିନ୍ସ ଆଖିର ଜ୍ୟୋତି ବୃଦ୍ଧି କରେ।
  •  ନିୟମିତ ଭାବେ ସିଝା ଅଣ୍ଡା ଖାଇବା ସ୍ବାସ୍ଥ୍ୟ ନିମନ୍ତେ ଉପକାରୀ। କେଶ, ତ୍ବଚା ଓ ଆଖିର ବିଭିନ୍ନ ସମସ୍ୟା ଦୂର କରିବାରେ ଅଣ୍ଡାରେ ଥିବା ପୋଷକତତ୍ତ୍ବ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।
  •  ପ୍ରୋଟିନ୍‌‌ଯୁକ୍ତ ମାଛ ଖାଇଲେ ମଧ୍ୟ ଆଖିର ଜ୍ୟୋତି ବଢ଼ୁଥିବାର ବିଶେଷଜ୍ଞଙ୍କ ମତ।
  •  ନିରାମିଷ ଖାଦ୍ୟ ଖାଉଥିଲେ, ସପ୍ତାହରେ ୩-୪ଥର ସୋୟାବିନ୍ ତରକାରି କିମ୍ବା ସୋୟା ଅଟା ପ୍ରସ୍ତୁତି ରୁଟି ଖାଇବା ସ୍ବାସ୍ଥ୍ୟ ନିମନ୍ତେ ଭଲ। n

Hot this week

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories