ବାରିପଦା: ବାରିପଦାରେ ତକତପୁରସ୍ଥ ମହାରାଜା ପୂର୍ଣ୍ଣ ଚନ୍ଦ୍ର ଅଟୋ କଲେଜର ମୁଖ୍ୟ କିରାଣୀ ପ୍ରଭାକର ପରିଡାଙ୍କ ବିରୋଧରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ମୁଖ୍ୟ କିରାଣୀଙ୍କ କଲେଜ ଅଫିସ ଏବଂ ତାଙ୍କର ବାରିପଦା ବିଜୟ ଚନ୍ଦ୍ର ପୁରସ୍ଥ ବାସଭବନ ଓ ବୈଶିଙ୍ଗାସ୍ଥ ଖଣ୍ଡଦେଉଳିଆ ଗ୍ରାମ ପୈତୃକ ଘର ଉପରେ ମଧ୍ୟ ଚଢ଼ାଉ ଜାରି ରହିଛି । ଏପର୍ଯ୍ୟନ୍ତ ଜବତ ସମ୍ପତ୍ତିର ଆକଳନ ହୋଇପାରି ନାହିଁ ।
Popular Categories



