www.samajalive.in
Sunday, December 7, 2025
14.1 C
Bhubaneswar

ଦେଖନ୍ତୁ ଭିଡିଓ: ସାପ ଅଣ୍ଡାରୁ ନାଗ ଛୁଆ ବାହାରିବା ପରେ କିପରି ଫଣା ଟେକି ଚାହିଁଲା

ସମାଜ ଡିଜିଟାଲ ଡେସ୍କ: ସାପ ଅଣ୍ଡାରୁ ଛୁଆ ଜନ୍ମ ନେବା ସମସ୍ତେ ଜାଣନ୍ତି। ହେଲେ ଏହାର ଦୃଶ୍ୟ ହୁଏତ ଅନେକେ ଦେଖି ନ ଥିବେ। ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ପ୍ରଘଟ ହେବାରେ ଲାଗିଛି, ଯେଉଁଥିରେ ଏକ ସାପ ଅଣ୍ଡାରୁ ଛୁଆ ନାଗ ବାହାରିବାର ବିରଳ ଦୃଶ୍ୟ ରହିଛି। ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଅଣ୍ଡାରୁ ଛୁଆ ବାହାରିବା ସମୟରେ ଜଣେ ବ୍ୟକ୍ତି ନିଜ ହାତ ପାପୁଲିରେ ତାହାକୁ ଧରି ରଖିଛନ୍ତି। ଛୁଆ ନାଗଟି ବି ଅଣ୍ଡାରୁ ବାହାରିବା ପରେ ଫଣା ଟେକି ଚାହୁଁଛି। କିନ୍ତୁ ଉକ୍ତ ବ୍ୟକ୍ତି ଜଣକ ବିଚଳିତ ନ ହୋଇ ତାହାକୁ ଧରି ରଖିଛନ୍ତି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories