୧୦ ତାରିଖରୁ ପୁଣି ଗାଡି ଚେକିଂ କଡାକଡି

ଭୁବନେଶ୍ବର : ୧୦ ତାରିଖରୁ ପୁଣି ଗାଡି ଚେକିଂ ଆରମ୍ଭ ହେବ । ଆସନ୍ତା ୧୦ ତାରିଖରୁ ଟ୍ବିନ୍ ସିଟିରେ ଗାଡି ଚେକିଂ କଡାକଡି ହେବ ବୋଲି କମିଶନରେଟ୍ ପୁଲିସ ପୂର୍ବରୁ ସଚେତନ କରିଛି । ଚେକିଂ ପୂର୍ବରୁ ବିକଟାଳ ହର୍ଣ୍ଣ, କଳା କାଚ ନଲଗାଇବାକୁ ତାଗିଦ କରିଛି କମିଶନରେଟ୍ ପୁଲିସ । ଚେକିଂ ପୂର୍ବରୁ କାଢି ଦିଅନ୍ତୁ ନଚେତ୍ ଧରାପଡିଲେ ଜୋରିମାନା ଗଣିବେ ବୋଲି ସତର୍କ କରିଛି କରିଛି ବିଭାଗ ।

Comments are closed.