www.samajalive.in
Saturday, December 6, 2025
19.1 C
Bhubaneswar

କ୍ରୋଧକୁ ନିୟନ୍ତ୍ରଣ କରିବ ଏସବୁ ବାସ୍ତୁ ଟିପ୍ସ

ସାଧାରଣତଃ କିଛି ଲୋକ ଅଧିକାଂଶ ସମୟରେ କ୍ରୋଧିତ ଥାଆନ୍ତି। ଅନେକ ଛୋଟ ଛୋଟ କଥା ଏପରିକି ବେଳେବେଳେ ବିନା କାରଣରେ ମଧ୍ୟ ବହୁତ ରାଗିଯାଆନ୍ତି, ଯାହାକି ଅନ୍ୟମାନଙ୍କ ସହ ସେମାନଙ୍କ ନିଜ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। ଏହାକୁ ନେଇ ଶାସ୍ତ୍ର ମଧ୍ୟ କହେ ଯେ, କ୍ରୋଧ ବ୍ୟକ୍ତିର ବିନାଶର କାରଣ ହୋଇଥାଏ। ତେଣୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ନିହାତି ଆବଶ୍ୟକ। ଏପରି କିଛି ବାସ୍ତୁ ଟିପ୍ସ ଅଛି ଯାହା ଆପଣଙ୍କ ରାଗକୁ କମ୍‌ କରି ସ୍ବଭାବକୁ ଶାନ୍ତ କରିବାରେ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ସେ ବିଷୟରେ –

୧. ଯଦି ପରିବାରର କୌଣସି ସଦସ୍ୟଙ୍କୁ ଅଧିକ ରାଗ ଆସୁଥାଏ, ତା’ହେଲେ ଘରର ପୂର୍ବ ଦିଗରେ ପ୍ରତିଦିନ ଏକ ଦୀପ ଜଳାନ୍ତୁ।
୨. ପ୍ରତିଦିନ ସୂଯ୍ୟର୍ଦେବଙ୍କୁ ଜଳଦାନ କରନ୍ତୁ। ଏହାଦ୍ୱାରା ଆପଣଙ୍କ କ୍ରୋଧ ଶାନ୍ତ ହେବା ସହ ଅନେକ ସମସ୍ୟା ମଧ୍ୟ ଦୂର ହେବ।
୩. ଯଦି ଅଧିକ ରାଗ ଆସୁଛି, ତା’ହେଲେ ନିଜ ଘରେ ଲାଲ୍‌ ରଙ୍ଗର ବ୍ୟବହାର କମ୍‌ କରନ୍ତୁ। କାରଣ, ଏହା ଆପଣଙ୍କ ରାଗକୁ ବଢ଼ାଇଥାଏ। ଘରର ବେଡ୍‌ସିଟ, କୁଶନ କଭର ଏବଂ ପରଦାରେ ଲାଲ୍‌ ରଙ୍ଗ ବ୍ୟବହାର କରନ୍ତୁ ନାହିଁ।

- Advertisement -

୪. ବାସ୍ତୁ ଅନୁସାରେ, ଅଳିଆ ଆବର୍ଜନାରୁ ଅଧିକ ରାଗ ଆସିଥାଏ। ତେଣୁ ଘରର ସବୁ କୋଣକୁ ପରିଷ୍କାର ରଖନ୍ତୁ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories