www.samajalive.in
Saturday, December 6, 2025
19.1 C
Bhubaneswar

ଜୀବନରେ ସୁଖଶାନ୍ତି ବଜାୟ ରଖେ ଏହି ସରଳ ଉପାୟ

ସକାଳେ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଯିବା ସମୟରେ ତାୱାକୁ ଗରମ କରିବା ପରେ ପ୍ରତିଦିନ ବ୍ୟବହାର କରାଯାଉଥିବା ଲୁଣକୁ ଏଥିରେ ପକାନ୍ତୁ। ମାତ୍ର ଲୁଣରେ ଅନ୍ୟ କୌଣସି ଜିନିଷ ମିଶାନ୍ତୁ ନାହିଁ।
ତାୱା ଥଣ୍ଡା ହୋଇଯିବା ପରେ ଏଥିରେ ଲେମ୍ବୁ ଓ ଲୁଣ ବ୍ୟବହାର କରନ୍ତୁ। ଏହାଦ୍ୱାରା ଆପଣଙ୍କ ଭାଗ୍ୟରେ ଉତ୍ତମ ପରିବର୍ତ୍ତନ ହୋଇଥାଏ।
ତାୱା ବ୍ୟବହାର ହେଉନଥିବା ସମୟରେ ଏପରି ସ୍ଥାନରେ ରଖନ୍ତୁ, ଯେପରି ଅନ୍ୟ କାହା ନଜରରେ ଆସିବ ନାହିଁ।
ଖାଦ୍ୟ ପ୍ରସ୍ତୁତ କରିବା ପରେ ତାୱା କିମ୍ବା କଡେଇକୁ ଖାଲି ରଖନ୍ତୁ ନାହିଁ।
ତାୱା ଗରମ ଥିବା ସମୟରେ ସେଥିରେ ପାଣି ଆଦୌ ପକାନ୍ତୁ ନାହିଁ।
ରାତିରେ ଖାଦ୍ୟ ପ୍ରସ୍ତୁତ ପରେ ତାୱାକୁ ଧୋଇ କରି ରଖନ୍ତୁ।
ରୋଷେଇ ଘରେ କଡ଼େଇ ଓ ତାୱା ଅଧିକ ସମୟ ଅପରିଷ୍କାର ହୋଇ ପଡ଼ିଲେ ପରିବାର ସଦସ୍ୟଙ୍କ ଉପରେ ଏହାର କୁପ୍ରଭାବ ପଡ଼ିଥାଏ।
ବାରମ୍ବାର ଗୋଟିଏ କଡ଼େଇ ଓ ତାୱାକୁ ଭଲ ଭାବେ ନଧୋଇ ବ୍ୟବହାର କଲେ ଘରର ପୁରୁଷଙ୍କ କ୍ଷତି ହୋଇଥାଏ।
ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖିବା ଉଚିତ ନୁହେଁ। ରାତିରେ ମଧ୍ୟ ତାୱା ଧୋଇ କରି ରଖନ୍ତୁ।
ଯେଉଁ କଡ଼େଇ ଓ ତାୱା ବ୍ୟବହାର ଉପଯୋଗୀ ନୁହେଁ, ତାହାକୁ ରୋଷଇ ଘରେ ରଖନ୍ତୁ ନାହିଁ।
ତାୱା ଓ କଡ଼େଇକୁ ଓଲଟାଇ ରଖନ୍ତୁ ନାହିଁ।
ଗ୍ୟାସ ବନ୍ଦ ହେବା ପରେ ତାୱାକୁ ଏହା ଉପରେ ରଖନ୍ତୁ ନାହିଁ।
ଖାଦ୍ୟ ପ୍ରସ୍ତୁତ କରିବାର ସ୍ଥାନର ଡ଼ାହାଣ କଡ଼ରେ କଡ଼େଇ ଓ ତାୱା ରଖନ୍ତୁ।
ଲେମ୍ବୁ ଓ ଲୁଣରେ ତାୱା ସଫା କରନ୍ତୁ। ତାୱା ଓ କଡ଼େଇ ସଫା ରହିବା ଦ୍ୱାରା ଭାଗ୍ୟରେ ସୁପରିବର୍ତନ ହୋଇଥାଏ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories