www.samajalive.in
Tuesday, December 9, 2025
16.1 C
Bhubaneswar

ଭାରତ-ପାକିସ୍ତାନ ଉତ୍ତେଜନା ; ଏମିତି କହିଲେ ଉପରାଷ୍ଟ୍ରପତି ଜେଡି ଭାନ୍ସ

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଭାରତର ଅନେକ ସ୍ଥାନରେ ପାକିସ୍ତାନ ଆକ୍ରମଣ କରିବାକୁ ବାରମ୍ବାର ଚେଷ୍ଟା କରୁଛି । ଡ୍ରୋନ୍‌ ଓ କ୍ଷେପଣାସ୍ତ୍ର ମାଡ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଭାରତୀୟ ସେନା ଏହାର ସବୁ ଉଦ୍ୟମ ପଣ୍ଡ କରିଛି। ଏହାମଧ୍ୟରେ ଆମେରିକା ଉପରାଷ୍ଟ୍ରପତି ବଡ ବୟାନ ଦେଇଛନ୍ତି । ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାକୁ ନେଇ ଦେଇଥିବା ମନ୍ତବ୍ୟ ପାକିସ୍ତାନକୁ ବଡ ଝଟକା ଦେଇଛି।

ଜେଡି ଭାନ୍ସ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନା ସହ ଆମେରିକାର କୌଣସି ସମ୍ପର୍କ ନାହିଁ । ଏହାକୁ ନିୟନ୍ତ୍ରଣ ପାଇଁ ମଧ୍ୟ ଆମେରିକାର କୌଣସି ଭୂମିକା ରହିବ ନାହିଁ । ସିଧାସଳଖ ଭାବେ କୌଣସି ହସ୍ତକ୍ଷେପ କରିବ ନାହିଁ । ଦୁଇ ଦେଶ ମଧ୍ୟରେ ଉତ୍ତେଜନା କିପରି କମିବ ପରୋକ୍ଷ ଭାବେ ଚେଷ୍ଟା କରିବାୁ ମାତ୍ର ସିଧାସଳଖ ହସ୍ତକ୍ଷେପ କରିବୁ ନାହିଁ । ଭାରତକୁ କିମ୍ବା ପାକିସ୍ତାନ ଆକ୍ରମଣ ନେଇ ମଧ୍ୟ ଆମେରିକା ପକ୍ଷରୁ କୁହାଯିବ ନାହିଁ । ମାତ୍ର ଯୁଦ୍ଧ ଅଧିକ ବଢି ପରମାଣୁ ଆକ୍ରମଣର ରୂପ ଯେପରି ନହେଉ ବୋଲି ଆମେ ଭାବୁଛୁ।

୧୨ ବର୍ଷ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶି ଚୁଟ୍‌କିରେ ହେବେ ଧନୀ, ବଢିବ ଦରମା, ହେବେ ଭାଗ୍ୟଶାଳୀ..

- Advertisement -

ବନ୍ଦ ହେଲା ଆଇପିଏଲ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories