ବନ୍ଦ ହେଲା ଆଇପିଏଲ

ନୂଆଦିଲ୍ଲୀ : ବନ୍ଦ ହେଲା ୨୦୨୫ ଆଇପିଏଲ୍‌ । ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌କୁ ବନ୍ଦ ରଖାଯାଇଛି । ଭାରତ-ପାକ୍‌ ମଧ୍ୟରେ ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ବାକି ଥିବା ମ୍ୟାଚ୍‌ ମଧ୍ୟରେ ଏହାକୁ ସ୍ଥଗିତ ରଖାଯାଇଛି । ମେ’ ୯ରେ ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ବୈଠକ ପରେ ଏହି ବଡ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଜି ଠାରୁ ଆଇପିଏଲର ମ୍ୟାଚ୍‌ ବନ୍ଦ ରହିବ । … Continue reading ବନ୍ଦ ହେଲା ଆଇପିଏଲ