www.samajalive.in
Wednesday, November 12, 2025
17.1 C
Bhubaneswar

ପାଲେଷ୍ଟାଇନକୁ ମିଳିପାରେ ଜାତିସଂଘ ନିରାପତ୍ତା ପରିଷଦର ସଦସ୍ୟ ପଦ

ଡେସ୍କ: ଜାତିସଂଘ ନିରାପତ୍ତା ପରିଷଦର ଅଧ୍ୟକ୍ଷ ବିଶ୍ୱ ଗୋଷ୍ଠୀର ସମ୍ପୂର୍ଣ୍ଣ ସଦସ୍ୟ ହେବା ପାଇଁ ପାଲେଷ୍ଟାଇନ କର୍ତ୍ତୃପକ୍ଷଙ୍କ ଆବେଦନକୁ ନୂତନ ସଦସ୍ୟଙ୍କ ଆଡମିଶନ ସଂକ୍ରାନ୍ତ କମିଟିକୁ ପଠାଇଛନ୍ତି। ମାଲ୍ଟାର ଜାତିସଂଘ ରାଷ୍ଟ୍ରଦୂତ ଭାନେସା ଫ୍ରେଜିୟର ଗତକାଲି ଏକ ବୈଠକରେ କମିଟିକୁ ପ୍ରସ୍ତାବ ଦେଇଥିଲେ ଯେ ଏହି ଆବେଦନ ଉପରେ ବିଚାର କରାଯିବା ଉଚିତ କାରଣ ଚଳିତ ମାସରେ ଏ ନେଇ ବିଚାର ବିମର୍ଶ ହେବାର ଅଛି। ମାଲ୍ଟା ଏପ୍ରିଲ ପାଇଁ ସୁରକ୍ଷା ପରିଷଦର ଅଧ୍ୟକ୍ଷ ରହିଛି।

ଅନ୍ତର୍ଜାତୀୟ ସଂସ୍ଥାର ଚାର୍ଟର ଅନୁଯାୟୀ କୌଣସି ଦେଶ ଜାତିସଂଘର ପୂର୍ଣ୍ଣ ସଦସ୍ୟ ହେବା ପାଇଁ ପ୍ରଥମେ ନିରାପତ୍ତା ପରିଷଦ ଦ୍ୱାରା କୌଣସି ଦେଶର ସଦସ୍ୟତା ଅନୁମୋଦନ କରାଯାଏ ଏବଂ ତା’ପରେ ସେହି ଦେଶକୁ ଜାତିସଂଘର ୧୯୦ ସଦସ୍ୟଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ମିଳିବା ଆବଶ୍ୟକ।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories