www.samajalive.in
Thursday, December 11, 2025
15.1 C
Bhubaneswar

ଘରର ବାସ୍ତୁ ଦୋଷ ଦୂର କରେ କଇଁଛ

ଘରର ଦକ୍ଷିଣ ଓ ପଶ୍ଚିମ ମୁଖୀ କେନ୍ଦ୍ରରେ ଏକ କଇଁଛ ରଖିବା ଦ୍ବାରା ବାସ୍ତୁ ଦୋଷ ଦୂର ହୋଇଥାଏ । ଘରର ମଧ୍ୟ ଭାଗରେ କଇଁଛ ରଖିବା ଦ୍ବାରା ନବଗ୍ରହ ସମାନ ଶକ୍ତି ଉତ୍ପନ୍ନ କରିଥାଆନ୍ତି । ଏହା ଦ୍ବାରା ଘରର ସମସ୍ତ ବାସ୍ତୁ ଦୋଷ ଦୂର ହେବା ସହ ଜାତକରେ ସବୁ ଗ୍ରହ ଶୁଭ ସ୍ଥାନରେ ରହିଥାଆନ୍ତି ।
ମୁଖ୍ୟ ଦ୍ବାରରେ ଭିତର ପଟକୁ ମୁହଁ କରି କଇଁଛ ରଖନ୍ତୁ । ଏହାଦ୍ବାରା ମାନସିକ ଶାନ୍ତି ମିଳିବା ସହ ବାସ୍ତୁ ଦୋଷ ଠିକ୍ ହୋଇଥାଏ ଯଦି ଆପଣଙ୍କ ବେପାର ଭଲ ଚାଲୁନାହିଁ ବା ଅଫିସରେ କିଛି ସମସ୍ୟା ରହିଛି ତେବେ ଆପଣଙ୍କ ଅଫିସ ଓ ଘରେ ଗୋଟିଏ-ଗୋଟିଏ କଇଁଛ ରଖନ୍ତୁ । ଯେଉଁ ଘରେ କଇଁଛ ରହେ ସେହି ଘରର ଲୋକ ରୋଗାଗ୍ରସ୍ତ ହେଉନଥିବାର ବାସ୍ତୁବିତ୍‌ଙ୍କ ମତ।
ପାଠପଢା ଏବଂ ଚାକିରୀରେ କଇଁଛ ଲାଭ ଦିଏ।
ଯଦି ଆପଣଙ୍କ ଅଫିସରେ କାମରେ ମନ ଲାଗୁନାହିଁ ବା ଅଫିସରେ ପଦନ୍ନୋତି ହେଉ ନାହିଁ ତେବେ ଅଫିସର ଟେବୁଲ ଉପରେ କଇଁଛ ରଖିଲେ ଲାଭ ମିଳିବ ।
ଯେଉଁ ବିଦ୍ୟାର୍ଥୀଙ୍କ ପାଠରେ ମନ ଲାଗୁନାହିଁ ବା ପାଠପଢାରେ ଉତ୍ତମ ନମ୍ବର ରଖୁନାହାଁନ୍ତି ସେମାନଙ୍କ ପଢା ଟେବୁଲ ଉପରେ କଇଁଛ ରଖିବା ଉଚିତ୍ । ଏହା ଦ୍ବାରା ପାଠରେ ମନ ଲାଗିବା ସହ ପରୀକ୍ଷାରେ ଭଲ ନମ୍ବର ଆସିଥାଏ ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories