www.samajalive.in
Wednesday, December 10, 2025
18.1 C
Bhubaneswar

ମଙ୍ଗଳବାରରେ କରନ୍ତୁ ଏହି ଉପାୟ, ମିଳିବ ପ୍ରଭୁ ହନୁମାନଙ୍କ ବିଶେଷ କୃପା

ଧାର୍ମିକ ମାନ୍ୟତା ଅନୁଯାୟୀ, ମଙ୍ଗଳବାର ଓ ଶନିବାର ଦିନଟି ପ୍ରଭୁ ବଜରଙ୍ଗବଲୀଙ୍କୁ ସମର୍ପିତ ଅଟେ। ମଙ୍ଗଳବାରରେ କେଉଁ ଉପାୟ କଲେ ପ୍ରଭୁଙ୍କ ବିଶେଷ କୃପା ମିଳିବା ସହ ସମସ୍ତ ସମସ୍ୟା ଦୂର ହୋଇଥାଏ। ଜାଣନ୍ତୁ ….
ସମସ୍ତ ଦୁଃଖରୁ ମୁକ୍ତି ପାଇବା ପାଇଁ ପ୍ରତ୍ୟେକ ମଙ୍ଗଳବାର ପ୍ରଭୁ ହନୁମାନଙ୍କୁ ପୂଜା କରିବା ସମୟରେ ସିନ୍ଦୂର ଅର୍ପଣ କରନ୍ତୁ।
ଧନ ବୃଦ୍ଧି ପାଇଁ ମଙ୍ଗଳବାର ସକାଳେ ବରଗଛର ଏକ ପତ୍ରକୁ ଆଣି ଗଙ୍ଗା ଜଳରେ ଧୋଇ ପ୍ରଭୁ ହନୁମାନଙ୍କୁ ଅର୍ପଣ କରନ୍ତୁ।
କର୍ମକ୍ଷେତ୍ରରେ ଅଥବା ଚାକିରି ପାଇଁ ବାଧା ସୃଷ୍ଟି ହେଉଥିଲେ ପ୍ରତି ମଙ୍ଗଳବାର ପ୍ରଭୁଙ୍କୁ ପାନ ବିଡ଼ା ଅର୍ପଣ କରନ୍ତୁ। ଏହି ସମସ୍ୟା ଦୂର ହେବ।
ମଙ୍ଗଳବାର ସନ୍ଧ୍ୟା ସମୟରେ ପ୍ରଭୁ ହନୁମାନଙ୍କୁ ଗୋଲାଫୁଲର ମାଳା ଚଢାନ୍ତୁ। ଏହି ଉପାୟ ଦ୍ୱାରା ଧନ ଜନିତ ସମସ୍ୟା ଦୂର ହୋଇଥାଏ।
ମଙ୍ଗଳବାର ଦିନ ବ୍ରତ ରଖିବା ସହ ସନ୍ଧ୍ୟା ସମୟରେ ବୁନ୍ଦିର ଲଡ଼ୁ ଭୋଗ କରି ଏହାକୁ ବାଣ୍ଟି ଦିଅନ୍ତୁ। ଏପରି କରିବା ଦ୍ୱାରା ସନ୍ତାନ ଜନିତ ସମସ୍ୟା ଦୂର ହୋଇଥାଏ।
ପ୍ରଭୁ ହନୁମାନଙ୍କ ଚରଣରେ ଫିଟିକିରି ଅର୍ପଣ କରିବା ଦ୍ୱାରା ଦୁଃସ୍ୱପ୍ନ ଆସିନଥାଏ।
ପ୍ରଭୁ ହନୁମାନଙ୍କ ମନ୍ଦିରକୁ ଯାଇ ରାମରକ୍ଷାସ୍ତୋତ୍ର ପାଠ କରନ୍ତୁ। କରଜ ଜନିତ ସମସ୍ୟାରୁ ମୁକ୍ତି ମିଳିବ।
ମଙ୍ଗଳବାର ଦିନ ପ୍ରଭୁ ହନୁମାନଙ୍କ ସମ୍ମୁଖରେ ବସି ରାମ ନାମଙ୍କର ୧୦୮ ଥର ଜପ କରନ୍ତୁ। ଏପରି କରିବା ଦ୍ୱାରା ସମସ୍ତ ମନସ୍କାମନା ପୂରଣ ହୋଇଥାଏ।
ମଙ୍ଗଳବାର ଦିନ ପ୍ରଭୁ ହନୁମାନ ସମ୍ମୁଖରେ ସୋରିଷ ତେଲର ଦୀପ ଲଗାନ୍ତୁ। ହନୁମାନ ଚାଳିସା ପାଠ କରନ୍ତୁ। ଏପରି କରିବା ଦ୍ୱାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ।
ଓଁ ହଂ ହନୁମନ୍ତେ ନମଃ, ମନ୍ତ୍ରର ଜପ କରିବା ଦ୍ୱାରା ପ୍ରଭୁ ହନୁମାନ ପ୍ରସନ୍ନ ହୋଇଥାଆନ୍ତି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories