www.samajalive.in
Friday, December 5, 2025
26.1 C
Bhubaneswar

ଘରକୁ ଫେରୁଥିଲେ; ରାସ୍ତାରୁ ଯୁବକଙ୍କୁ ଟାଣି ନେଲା ବାଘ

ଛତିଶଗଡ : ବାଘ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ । ଏଭଳି ଏକ ଅଭାବନୀୟ ଘଟଣା ନବରଙ୍ଗପୁର-ଛତିଶଗଡ ସୀମାନ୍ତ କାଁକେର ବନଖଣ୍ଡ ଅନ୍ତର୍ଗତ କୋଦାଗାଁ ଅଞ୍ଚଳରେ ଏହି ଅଘଟଣ ଘଟିଥିବା ଗୁରୁବାର ଖବର ମିଳିଛି। ମୃତ ଯୁବକଙ୍କ ନାମ ଦ୍ୱାରକା ଦେଉରି।ସନ୍ଧ୍ୟା ସମୟରେ ବଜାର କାମ ସାରି ନିଜ ଘରକୁ ଫେରୁଥିବା ସମୟରେ ତାଙ୍କୁ ଏକ କଲରାପତରିଆ ବାଘ ଆକ୍ରମଣ କରିଥିଲା । ଅଞ୍ଚଳବାସୀ ରକ୍ତଛିଟା ଓ ଚପଲ ଦେଖି ପୁଲିସ ଓ ବନବିଭାଗକୁ ଖବର ଦେଇଥିଲେ । ରାସ୍ତାଠାରୁ ପ୍ରାୟ ୨ ଶହ ମିଟର ଦୂର ଜଙ୍ଗଲରେ ଯୁବକଙ୍କ କ୍ଷତାକ୍ତ ମୃତଦେହ ବନ ବିଭାଗ ଉଦ୍ଧାର କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ଅଞ୍ଚଳରେ ବାଘ ଥିବା ସହ ବାଘ ଆକ୍ରମଣ ପରେ ସ୍ଥାନୀୟବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ନୂଆବର୍ଷ ୨୦୨୫ରେ ୪ ଗ୍ରହଙ୍କ ଚଳନ; ବାସ୍‌ ଆପଣାନ୍ତୁ ଏହି ଉପାୟ, ବର୍ଷଯାକ ସୁନାଭଳି ଚମକିବ ଭାଗ୍ୟ, ହେବେ ମାଲାମାଲ୍‌..

ଏହି ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ୨୦୨୫ ନୂଆବର୍ଷରେ ହେବେ ଭାଗ୍ୟଶାଳୀ…

- Advertisement -

 

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories