www.samajalive.in
Sunday, December 14, 2025
14.1 C
Bhubaneswar

ବଜ୍ରାଘାତରେ ନାବାଳିକା ମୃତ, ୨ ଜଣ ଆହତ

ଠାକୁରମୁଣ୍ଡା: ଗତକାଲି ସନ୍ଧ୍ୟାରେ ବଜ୍ରପାତରେ ଜଣେ ନାବାଳିକାର ମୃତ୍ୟୁ ହେବା ସହ ଜଣ ଆହତ ହୋଇଛନ୍ତି ଚିକିତ୍ସା ପାଇଁ ଉଭୟଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମୃତକ ନାବାଳିକା ଝିଅର ଘର ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ପଣସଡ଼ିହା ଗ୍ରାମପଞ୍ଚାୟତର ହରିଡାଗୁଠ ଗ୍ରାମର ଚମ ଦିଗିର ଝିଅ ପାଲ ବୋଜି ଜଣାପଡ଼ିଛି । ସାନ୍ଧ୍ୟ ପ୍ରାୟ ୭ଟା ସମୟରେ ଘର ଭିତରେ ଝିଅଟି ବସି ଖାଉଥିବା ବେଳେ ବଜ୍ରାଘାତର ଣିକାର ହୋଇଥିଲା । ଠାକୁରମୁଣ୍ଡା ଥାନା କେସ୍ ନଂ ୧୦ /୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା ପଠାଇଥିବା ଜଣାପଡିଛି ସେହିପରି ସେହି ପଞ୍ଚାୟତର ବନିଅଯୋଡି ଗ୍ରାମର ଗହ୍ମା ଗଡ଼ସେରା କେଲା ଗଡ଼ସେରା ମଧ୍ୟ ବଜ୍ରପାତରେ ଆହତ ହୋଇ ଠାକୁରମୁଣ୍ଡା ସ୍ୱାସ୍ଥ୍ୟରେ ଚିକିତ୍ସିତ ହେଉଛନ୍ତି । ଉଭୟ ଦୁଇ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଥିବା ଜଣାପଡ଼ିଛି

Hot this week

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

ମହାନଦୀ ପ୍ରସଙ୍ଗରେ ରାଜନୀତି ସରଗରମ

୨୨ରେ ଉଚ୍ଚସ୍ତରୀୟ କମିଟିର ପ୍ରଥମ ବୈଠକ ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ...

Related Articles

Popular Categories