Browsing Tag

UK

ଆମେରିକା, ବ୍ରିଟେନ, କାନାଡା ଓ ଇୟୁ ପ୍ରତିନିଧିଙ୍କ ସହିତ ତାଲିବାନର ବୈଠକ

କାବୁଲ: ଆମେରିକା, ବ୍ରିଟେନ, କାନାଡା ଏବଂ ୟୁରୋପୀୟ ସଂଘ ରାଷ୍ଟ୍ରସମୂହର ରାଷ୍ଟ୍ରଦୂତ ଏବଂ କୂଟନୈତିକ ଅଧିକାରୀମାନଙ୍କ ସହିତ ତାଲିବାନ ଦୋହାଠାରେ ଏକ ବୈଠକରେ ମିଳିତ ହୋଇଥିବା ଦାବି କରିଛନ୍ତି ତାଲିବାନ ମୁଖପାତ୍ର…
Read More...

ବ୍ରିଟେନରେ କରୋନାର ତୃତୀୟ ଲହର; ଡେଲଟା ଭାରିଆଣ୍ଟ ଘାତକ ସାଜିଛି

ଲଣ୍ଡନ: ବ୍ରିଟେନରେ ସଂପ୍ରତି କୋଭିଡ-୧୯ର ତୃତୀୟ ଲହର ବ୍ୟାପିବାରେ ଲାଗିଛି। ମାରାତ୍ମକ ସଂକ୍ରମଣ କ୍ଷମତା ରଖୁଥିବା ଡେଲଟା ଭାରିଆଣ୍ଟ ପାଇଁ ଦେଶରେ କୋଭିଡ-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ…
Read More...

୧୧ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେଉଛି ; ବ୍ରିଟେନ ସରକାରଙ୍କ ଚିନ୍ତା ବଢାଇଛି ଡେଲଟା ଭାରିଆଣ୍ଟ

ଲଣ୍ଡନ: କୋଭିଡ-୧୯ର ଡେଲଟା ଭାରିଆଣ୍ଟ ଏବେ ବ୍ରିଟେନ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଏଠାରେ ସଂପ୍ରତି କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି। କହିବାକୁ ଗଲେ ପ୍ରତି ୧୧ ଦିନରେ ଦୁଇଗୁଣ…
Read More...

ଲଣ୍ଡନରେ ଖୋଲିଲା ଭାସମାନ ସନ୍ତରଣାଗାର; ବିଶ୍ୱରେ ପ୍ରଥମ

ଲଣ୍ଡନ: ଲଣ୍ଡନରେ ଉଦଘାଟିତ ହୋଇଛି ଏକ ସ୍ୱଚ୍ଛ ସନ୍ତରଣ ପୁଷ୍କରିଣୀ। ଏହା ଭାସମାନ ଅବସ୍ଥାରେ ମଧ୍ୟ ରହିଛି। ଏହାକୁ ବିଶ୍ୱର ପ୍ରଥମ ଭାସମାନ ସନ୍ତରଣ ପୁଷ୍କରିଣୀର ମାନ୍ୟତା ମିଳିଛି। ‘ସ୍କାଏ ପୁକ୍‍’ ନାମକ ଏହି ସନ୍ତରଣ…
Read More...

ବ୍ରିଟେନରେ କରୋନା ଜନିତ ମୃତ୍ୟୁ ଶୂନ ; ୨୦୨୦ ମାର୍ଚ୍ଚ ପରେ ପ୍ରଥମ ସଫଳତା

ଲଣ୍ଡନ: ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁସଂଖ୍ୟା ଶୂନରେ ପହଞ୍ଚିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୧,୨୭,୭୮୨ରେ ପହଞ୍ଚିଛି।…
Read More...

ଜନସନ ଆଣ୍ଡ୍‍ ଜନସନର ଗୋଟିଏ ପାନ କୋଭିଡ ଟିକାକୁ ବ୍ରିଟେନର ମଞ୍ଜୁରି

ଲଣ୍ଡନ: ଜନସନ ଆଣ୍ଡ୍‍ ଜନସନର ଗୋଟିଏ ପାନ କୋଭିଡ-୧୯ ଟିକାକୁ ବ୍ରିଟେନ ସରକାର ଶୁକ୍ରବାର ମଞ୍ଜୁରି ପ୍ରଦାନ କରିଛନ୍ତି। ଏହା ଦେଶର ମେଡିସିନ୍ସ ଆଣ୍ଡ ହେଲ୍‍ଥକେୟାର ପ୍ରଡକ୍ଟସ ରେଗୁଲେଟୋରୀ ଏଜେନ୍ସି (ଏମଏଚଆରଏ) ପକ୍ଷରୁ…
Read More...

ବ୍ରିଟେନରୁ ବିଶ୍ୱର ସର୍ବବୃହତ ପଣ୍ୟବାହୀ ବିମାନରେ ଆସୁଛି ୩ ଅମ୍ଳଜାନ ପ୍ଲାଣ୍ଟ

ଲଣ୍ଡନ: ବ୍ରିଟେନରୁ ଭାରତକୁ ଆସୁଛି ତିନିଟି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ। ବିଶ୍ୱର ସର୍ବବୃହତ ପଣ୍ୟବାହୀ ବିମାନରେ ଆସୁଛି ଏହି ଅମ୍ଳଜାନ ପ୍ଲାଣ୍ଟ। ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରୁ ବିମାନରେ ବୋଝେଇ ହୋଇଛି ୧୮ ଟନ୍‍…
Read More...

ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଆଣିବା ପଥ ପରିଷ୍କାର

ଲଣ୍ଡନ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଦୁର୍ନୀତି ଓ କଳାଟଙ୍କା କାରବାରର ମୁଖ୍ୟ ଅଭିଯୁକ୍ତ, ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଆଣିବାର ରାସ୍ତା ପରିଷ୍କାର ହୋଇଛି। ବ୍ରିଟେନର ଗୃହ ମନ୍ତ୍ରଣାଳୟ…
Read More...