‘ଫଳ’ରେ ବି କରୋନା ! samajalive May 6, 2020 ଡୋଡୋମା: କରୋନା ଭୂତାଣୁର ପରୀକ୍ଷା ପାଇଁ ଚୀନ ତିଆରି କରୁଥିବା କିଟ୍ ଅତ୍ୟନ୍ତ ନିମ୍ନମାନର। ଅନେକ ଦେଶରେ ଏହି କିଟ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିବାବେଳେ ତାଞ୍ଜାନିଆ ନିଜ ଦେଶରେ ଏହା ଉପରେ କଟକଣା ଲାଗୁ କରିଛି।… Read More...