Browsing Tag

RatnaBhandara

ସୋମବାରଠୁ ୪ ଦିନ ରତ୍ନଭଣ୍ଡାର ମରାମତି ବନ୍ଦ

ପୁରୀ: ସୋମବାରଠୁ ୪ ଦିନ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ। ଆସନ୍ତାକାଲି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଖସାପଡା ଲାଗି ପୀତି ଅନୁଷ୍ଠିତ ହେବ। ସେହିପରି ଏପ୍ରିଲ ୨ ତାରିଖରେ ମହାପ୍ରଭୁଙ୍କର ବନକଲାଗି…
Read More...

ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ ପ୍ରସଙ୍ଗ: ବିଧାନସଭାରେ ଆଗତ ହେବ ଆୟୋଗଙ୍କ ରିପୋର୍ଟ

କଟକ : ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଗଠିତ ଜଷ୍ଟିସ୍‌‌ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଯଥାଶୀଘ୍ର ବିଧାନସଭା ତଥା କ୍ୟାବିନେଟ୍‌‌ ବୈଠକରେ ଉପସ୍ଥାପନ କରାଯିବ। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର…
Read More...

ଆଜିଠୁ ରତ୍ନଭଣ୍ଡାର ମରାମତି କାମ ସ୍ଥଗିତ

ପୁରୀ: ଚଳିତ ମାସରେ ମକର ସଂକ୍ରାନ୍ତି ଏବଂ ଅନ୍ୟ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ଅନୁମାନ କରାଯାଉଛି। ଠିକଣା ସମୟରେ ନୀତିକାନ୍ତି ସମ୍ପାଦନ ଏବଂ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ…
Read More...

୪ ଦିନ ରତ୍ନଭଣ୍ଡାର ମରାମତି ବନ୍ଦ

ପୁରୀ: ଚଳିତ ମାସରେ ମକର ସଂକ୍ରାନ୍ତି ଏବଂ ଅନ୍ୟ ନୀତିକାନ୍ତି ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହେବା ଅନୁମାନ କରାଯାଉଛି। ଠିକଣା ସମୟରେ ନୀତିକାନ୍ତି ସମ୍ପାଦନ ଏବଂ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ…
Read More...

ରତ୍ନଭଣ୍ଡାର ଯାଞ୍ଚର ଦ୍ବିତୀୟ ଦିନ: ଆଜି ବି ଚାଲିବ ସର୍ଭେ

ପୁରୀ: ଆଜି ପୁଣି ରତ୍ନଭଣ୍ଡାର ଚଟାଣର ଯାଞ୍ଚ କରାଯିବ। ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ରହସ୍ୟ। ଗୁପ୍ତ କୋଠରୀ ଏବଂ ସୁଡଙ୍ଗ ରହସ୍ୟ ଉନ୍ମୋଚନ ପାଇଁ ପ୍ରଥମ ଦିନରେ ପେନିଟ୍ରେଟିଂ ରାଡାର ସର୍ଭେ ସରିଛି । ଉଭୟ…
Read More...

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲା ଏଏସଆଇ ଓ ବିଶେଷଜ୍ଞ ଟିମ୍

ପୁରୀ: ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲା ଏଏସଆଇ ଓ ବିଶେଷଜ୍ଞ ଟିମ୍।  ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି  କାର୍ଯ୍ୟକ୍ରମ ଚାଲିବ। ବିଶେଷଜ୍ଞ ଟିମ୍ ଗୁପ୍ତ ରତ୍ନଭଣ୍ଡାର ଓ ସୁଡଙ୍ଗ ନେଇ ଯାଞ୍ଚ କରୁଥିବା ସୂଚନା ମିଳିଛି।…
Read More...

ଅତ୍ୟାଧୁନିକ ପ୍ରଣାଳୀରେ ହେବ ରତ୍ନଭଣ୍ଡାର ଯାଞ୍ଚ

ପୁରୀ : ଅତ୍ୟାଧୁନିକ ପ୍ରଣାଳୀରେ ଶ୍ରୀଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରର ଟିକିନିଖି ଯାଞ୍ଚ କରାଯିବ। ବୈଷୟିକ ସହାୟତା ପାଇଁ ଆଇଆଇଟି କିମ୍ବା ଅନ୍ୟ କୌଣସି ସଂସ୍ଥାକୁ ରାଜ୍ୟ ସରକାର ମନୋନୀତ କରିବେ। ଭାରତୀୟ ପ୍ରତ୍ନତତ୍ତ୍ବ…
Read More...

ରତ୍ନଭଣ୍ଡାର ଚାବି ମିଛର ତଦନ୍ତ ହେବ: ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ପୁରୀ : ରତ୍ନଭଣ୍ଡାର ଡୁପ୍ଲିକେଟ୍‌ ଚାବି ମିଛର ତଦନ୍ତ କରାଯିବ। କିଏ କେଉଁ ଉଦ୍ଦେଶ୍ୟରେ ଏତେବଡ଼ ମିଛ ପ୍ରଚାର କରୁଥିଲେ ତାଙ୍କୁ ଖୋଜି ବାହାର କରାଯିବ। ରତ୍ନଭଣ୍ଡାର ଖୋଲି ମରାମତି ସମେତ ମହାପ୍ରଭୁଙ୍କ ମୂଲ୍ୟବାନ…
Read More...

ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ଅସୁସ୍ଥ ହୋଇପଡ଼ିଲେ ପୁରୀ ଏସପି !

ସମାଜ ଡିଜିଟାଲ ଡେସ୍କ: ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ପୁରୀ ଏସପି ପିନାକ ମିଶ୍ର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ରତ୍ନଭଣ୍ଡାର ବାହାରେ ପ୍ରାୟ ୧୦ ମିନିଟ ଧରି ସେ ଅସୁସ୍ଥ ହୋଇପଡ଼ିଥିଲେ। ଟିମ୍‌ରେ ଥିବା ଡା.…
Read More...