Browsing Tag

odiya news

ସିବିଆଇ ପ୍ରସଙ୍ଗରେ ସିଜେଆଇଙ୍କ ନିର୍ଦେଶ:୨ସପ୍ତାହରେ ସମ୍ପୂର୍ଣ୍ଣ ହେବ ତଦନ୍ତ:ନଭେମ୍ବର ୧୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଜାଞ୍ଚ ଏଜେନ୍ସି ସିବିଆଇ ଏବେ ଦେଶର ସବୁଠାରୁ ବଡ଼ ନ୍ୟାୟାଳୟର ଦ୍ୱାରସ୍ତ ହୋଇଛି। ଛୁଟିରେ ପଠାଇ ଦିଆଯାଇ ଥିବା ସିବିଆଇ ନିର୍ଦେଶକ ଆଲୋକ ବର୍ମାଙ୍କ ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା…
Read More...

ସତୀଶ ସାନା-ମୋଇନ କୁରେଶୀଙ୍କ ଚାଟିଂଖୋଲିଲା ସିବିଆଇର ସତ୍ୟାସତ୍ୟ

ନୂଆଦିଲ୍ଲୀ: ମାଂସ ବ୍ୟବସାୟୀ ମୋଇନ କୁରେଶୀ ଓ ହାଇଦ୍ରାବାଦ ବ୍ୟବସାୟୀ ସତୀଶ ସାନା ଏଭଳି ଦୁଇ ବ୍ୟକ୍ତିତ୍ୱ ଯାହା ପାଇଁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାନରେ ଦେଖା ଦେଇଛି ବିବାଦ। ଗୋଟିଏ ପଟେ ସିବିଆଇର ବିଶେଷ…
Read More...

ୱାଇଏସଆର କଂଗ୍ରେସ ପ୍ରମୁଖଙ୍କ ଉପରେ ବିମାନବନ୍ଦରରେ ଆକ୍ରମଣ

ବିଶାଖାପଟନମ୍‍: ଆନ୍ଧ୍ରପ୍ରଦେଶର ବିଶାଖାପଟନମ ବିମାନ ବନ୍ଦରରେ ୱାଏସଆର କଂଗ୍ରେସ ପ୍ରମୁଖ ଜଗନ ମୋହନ ରେଡ୍ଡିଙ୍କ ଉପରେ ଆକ୍ରମଣ ହୋଇଛି। ଆକ୍ରମଣକାରୀଙ୍କୁ ଧରି ପୁଲିସ ପଚରାଉଚରା କରୁଥିବାବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ…
Read More...

ଟାର୍ଗେଟରେ ଆଲୋକ ବର୍ମା!

ନୂଆଦିଲ୍ଲୀ: ସିବିଆଇର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଅନ୍ତଦ୍ୱର୍ନ୍ଦ୍ୱ କ୍ରମଶଃ ସମଗ୍ର ଦେଶର ପ୍ରମୁଖ ପ୍ରସଙ୍ଗରେ ପରିଣତ ହୋଇଯାଇଛି। ଏଭଳି ପରିସ୍ଥିତିରେ ମାଂସ ବ୍ୟବସାୟୀଙ୍କଠାରୁ ଲାଞ୍ଚ ଅଭିଯୁକ୍ତ ରାକେଶ…
Read More...

ତାମିଲନାଡ଼ୁ ରାଜନୀତିରେ ଝଡ଼;୧୮ ଏଆଇଡିଏମକେ ବିଧାୟକ ଅଯୋଗ୍ୟ

ନୂଆଦିଲ୍ଲୀ: ତାମିଲନାଡ଼ୁ ରାଜନୀତିରେ ଚେନ୍ନାଇ ଉଚ୍ଚ ନ୍ୟାୟାଳୟର ରାୟ ପରେ ଝଡ଼ର ବାତାବରଣ ଦୃଶ୍ୟମାନ ହୋଇଛି। କାରଣ ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଏଆଇଡିଏମକେର ୧୮ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ନିଷ୍ପତ୍ତିକୁ…
Read More...

ଓଡ଼ିଶା କ୍ୟାଡର ଆଇପିଏସ ଏବେ ସିବିଆଇର ନୂଆ ମୁଖିଆ

ଭୁବନେଶ୍ୱର: ସିବିଆଇର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ଆରୋପ ଓ ପ୍ରତ୍ୟାରୋପକୁ ନିୟନ୍ତ୍ରଣ କରିବାକୁ ସିଭିସି ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ଏମ ନାଗେଶ୍ୱର ରାଓଙ୍କୁ ସିବିଆଇର ଦାୟିତ୍ୱ ହସ୍ତାନ୍ତର କରିଛି।…
Read More...

ସିଭିସିଙ୍କ ନିଷ୍ପତ୍ତିର ତର୍ଜମା କରିବ ଏସଆଇଟି

ନୂଆଦିଲ୍ଲୀ: ଦେଶର ସର୍ବ ବୃହତ ଜାଞ୍ଚ ଏଜେନ୍ସି ସିବିଆଇରେ ଚାଳିଥିବା ବିବାଦର ସମାଧାନ କରିବାକୁ କେନ୍ଦ୍ର ସରକାର ହସ୍ତକ୍ଷେପ କରିଥିବାବେଳେ ବୁଧବାର ଏ ସମ୍ପର୍କରେ କେନ୍ଦ୍ର ସରକାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।…
Read More...

ସିବିଆଇ ଲାଞ୍ଚ ମାମଲା: ଆସ୍ଥାନାଙ୍କ ବିରୋଧରେ ତଦନ୍ତ କରୁଥିବା ଅଧିକାରୀଙ୍କ ବଦଳି

ନୂଆଦିଲ୍ଲୀ: ସିବିଆଇର ବରିଷ୍ଠ ଅଧିକାରୀ ରାକେଶ ଆସ୍ଥାନା ଜଣେ ମାଂସ ବ୍ୟବସାୟୀଙ୍କ ବିରୋଧରେ ଚାଲିଥିବା ତଦନ୍ତକୁ ପ୍ରଭାବିତ କରିବା ପାଇଁ ନେଇଥିଲେ ଲାଞ୍ଚ। ଏଭଳି ଏକ ଅଭିଯୋଗକୁ ଭିତ୍ତି କରି ଖୋଦ୍‍ ସିବିଆଇ ଆରମ୍ଭ…
Read More...

ରାତିକ ମଧ୍ୟରେ ବଦଳିଗଲା ସିବିଆଇ ଟିମ୍‍ ; ଅଧିକାରୀଙ୍କ କାର୍ଯ୍ୟାଳୟରେ ଲାଗିଲା ସିଲ୍‍

ନୂଆଦିଲ୍ଲୀ: ଦେଶର ସର୍ବ ବୃହତ ତଦନ୍ତକାରୀ ସଂସ୍ଥାନ ଉପରେ ଲାଗିଥିବା ଦୁର୍ନୀତିର ଛିଟାକୁ ହଟାଇବା ପାଇଁ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି। ସିବିଆଇ ମଧ୍ୟରେ ଚାଲିଥିବା ଅନ୍ତଦ୍ୱର୍ନ୍ଦ ଉପରେ ସମଗ୍ର ଦେଶବାସୀଙ୍କ…
Read More...

ସନ୍ତରାଗାଚ୍ଛି ରେଳ ଷ୍ଟେସନରେ ଦଳା ଚକଟା ଦୁଇ ମୃତ , ୧୪ ଆହତ

କଲକାତା .- ପଶ୍ଚିମବଙ୍ଗର ହାଓଡା ନିକଟରେ ଥିବା ସନ୍ତରାଗାଚ୍ଛି ରେଳ ଷ୍ଟେସନରେ ଦଳାଚକଟା ଘଟି ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୪ ଜଣ ଆହତ ହୋଇଛନ୍ତି ।  ସନ୍ଧ୍ୟା ୬ ଟା ସମୟରେ ଏହି ଘଟଣା ଘଟିଛି । ଏକ ସମୟରେ ତିନୋଟି…
Read More...