Browsing Tag

odish anews

ଶ୍ୟାମ ମେଟାଲିକ୍ସ ସମ୍ମୁଖରେ ସଡକ ଦୁର୍ଘଟଣା : ଜଣେ ଗୁରୁତର

ରେଙ୍ଗାଲି : ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥର ପଣ୍ଡଲୋଇ ନିକଟସ୍ଥ ଶ୍ୟାମ ମେଟାଲିକ୍ସ ସମ୍ମୁଖରେ ଶନିବାର ରାତି ପ୍ରାୟ ୯ଟା ୩୦ମିନିଟ୍ ସମୟରେ ଏକ ସଡକ ଦୁର୍ଘଟଣା ଘଟି ଜଣେ ଅଚିହ୍ନା ବ୍ୟକ୍ତି…
Read More...

ହେ ସରକାର ମୋ କଥା ଶୁଣ ! ଆଧାର କାର୍ଡର ଗୋଲକ ଧନ୍ଦାରେ ବନ୍ଧା ପଡିଛି ‘କମଳା’ଙ୍କ ଜୀବନ

ନବରଙ୍ଗପୁର : ବୟସର ଅପରାହ୍ନ ରେ ଏହି ମହିଳା। ଆଖିକୁ ଭଲ ଭାବେ ଦେଖା ଯାଉନି, ଠିକସେ ଚାଲି ପାରୁନାହାନ୍ତି। ହାତ ଗୋଡ଼ ଥରୁଛି।  ୮୫ ବର୍ଷ ବୟସ ହେଲେବି ଜୀବନର ଶେଷ ସମୟରେ ଟିକେ ଭଲରେ ରହିବା ଆଶାରେ ଥର ଥର କଣ୍ଠରେ…
Read More...

ପ୍ରଶାସନ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ଲିଖିତ ପ୍ରତିଶୃତି ପରେ ଧାରଣାକୁ ସ୍ଥଗିତ ରଖିଲା ସାମ୍ବାଦିକ ସଂଘ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିଅନ ତରଫରୁ ଦିଆଯାଇଥିବା ଧାରଣାକୁ ଶନିବାର ଷଷ୍ଠ ଦିନରେ ଜିଲ୍ଲା ପ୍ରଶାସନ ଏବଂ ଲୋକ ପ୍ରତିନିଧିଙ୍କ ଲିଖିତ ପ୍ରତିଶ୍ରୁତି ପରେ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି।…
Read More...

ସାକ୍ଷୀ ସୁରକ୍ଷା ଯୋଜନା : ଏକ ଅନୁଚିନ୍ତା

ଯେକୌଣସି ମାମଲା ବିଶେଷକରି ଫୌଜଦାରୀ ମାମଲାର ଵିଚାର ସମୟରେ ସାକ୍ଷ୍ୟ ପ୍ରମାଣ ଏକ ଅପରିହାର୍ଯ୍ୟ ଆବଶ୍ୟକତା। କାରଣ ଆପରାଧିକ ମକଦ୍ଦମାଗୁଡ଼ିକରେ ଦଲିଲ୍ ଦସ୍ତାବିଜର ସେତେଟା ଆବଶ୍ୟକତା ନ ଥାଏ। ସାକ୍ଷୀମାନେ ନିଜ ନିଜର…
Read More...

କୋଭିଡ ସମୟରେ ଓଡ଼ିଶାକୁ ମିଳିଛି ୨୨,୨୬୭.୬୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ୟାକେଜ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର : କୋଭିଡ ସମୟରେ କେନ୍ଦ୍ର ସରକାର ଓଡ଼ିଶାକୁ ବ୍ୟାପକ ଆର୍ଥିକ ସହାୟତା ପ୍ୟାକେଜ ଯୋଗାଇ ଦେଇଛନ୍ତି। ଓଡ଼ିଶାକୁ ମୋଟ୍  ୨୨,୨୬୭.୬୬ କୋଟି ଟଙ୍କାର ସହାୟତା ପ୍ୟାକେଜ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ତୈଳ ଓ…
Read More...

ଅସହାୟ ମହିଳାଙ୍କ ସାହାରା ସୁଚିତ୍ରା : ପଟ୍ଟଚିତ୍ର ମାସ୍କ ଦେଇଛି ରୋଜଗାର

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ନିଜ ପରିବାର ଚଳାଇବା ପାଇଁ ସଂଘର୍ଷ କରୁଥିବାବେଳେ ଅନ୍ୟ ମହିଳାଙ୍କୁ ଆଶ୍ରୟର ହାତ ବଢ଼ାଇଛନ୍ତି ସେ। ଏମିତି କି ସେମାନଙ୍କ ରହିବା ଓ ଖାଇବାର ସୁବିଧା କରିଛନ୍ତି। ଲକ୍‌ଡାଉନ୍‌ ସମୟରେ…
Read More...

ଆଉ ୨,୭୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୨,୩୫,୭୬୩କୁ ବୃଦ୍ଧି

ଭୁବନେଶ୍ବର : ବୁଧବାର ରାଜ୍ୟରୁ ଆଉ ୨,୭୭୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨,୩୫,୭୬୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା…
Read More...

ବିଜେପି ପକ୍ଷରୁ ସେବା ସପ୍ତାହ ଉଦଯାପିତ : ଘଷିପୁରାରେ ମେଗା ରକ୍ତଦାନ ଶିବିର, ୯୨ ଯୁନିଟ ରକ୍ତ ସଂଗ୍ରହ

କେଶଦୁରାପାଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ  ଦେଶ ବ୍ୟାପୀ ସେବା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେପି ପକ୍ଷରୁ ଘଷିପୁରା ଠାରେ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ପୂର୍ବତନ…
Read More...

ଆଉ ୪୨୭୦ ଆକ୍ରାନ୍ତ ଚିହ୍ନଟ : ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୨ ହଜାର ଟପିଲା

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି। ବୁଧବାର ରାଜ୍ୟର ୩୦ଟି ଜିଲ୍ଲାରୁ ୪୨୭୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୨୪୭୮ ସଙ୍ଗରୋଧ କେନ୍ଦ୍ରରୁ ଏବଂ…
Read More...

ଆଉ ୩୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ : ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯କୁ ବୃଦ୍ଧି

ଭୁବନେଶ୍ବର : ଶନିବାର ରାଜ୍ୟରୁ ​୩୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି, ଫଳରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି…
Read More...