Browsing Tag

odia news

ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି : ଦିବା ପହୁଡି ନୀତି ପାଇଁ ବୁଧବାର ବନ୍ଦ ଥିଲା କାମ

ପୁରୀ: ଗୋଟିଏ ଦିନର ବିରତି ପରେ ଆଜିଠୁ ପୁଣି ଆରମ୍ଭ ହୋଇଛି ରତ୍ନଭଣ୍ଡାର ମରାମତି କାମ। ବୁଧବାର ମହାପ୍ରଭୁଙ୍କର ଦିବା ପହୁଡ ନୀତି ପାଇଁ ମରାମତି କାର୍ଯ୍ୟ ବନ୍ଦ ରହିଥିଲା। ତେବେ ମଙ୍ଗଳବାରୁ…
Read More...

କାର୍‌-ଟ୍ରକ୍ ଧକ୍କା: ୫ ମୃତ, ୫ ଗୁରୁତର, ଟ୍ରକ୍ ଡ୍ରାଇଭର ଅଟକ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଶାହାଜାହାନପୁର ଜିଲ୍ଲା ମଦନପୁର ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କାର୍ ଏବଂ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ…
Read More...

ବିଜେଡି ପ୍ରତିଷ୍ଠା ଦିବସ ପାଳନ ନେଇ ନବୀନଙ୍କ ଚିଠି

ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ବିଜେଡି ୨୮ ବର୍ଷରେ ପଦାର୍ପଣ କରିବ। ସବୁ ନିର୍ବାଚନମଣ୍ଡଳୀରେ ଦଳର ୨୮ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ନେଇ ଦଳୀୟ କର୍ମକର୍ତ୍ତାଙ୍କୁ ଚିଠି ଲେଖି ବିଜେଡି ସଭାପତି ନବୀନ…
Read More...

ଆଜି ଏହି ରାଶିର ଲୋକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ

ମେଷ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀ ସ୍ତରରୁ ସମ୍ମାନ ଓ ଅନୁଦାନ ପ୍ରାପ୍ତ ହେବେ। ହାରିଲେ ମ୍ରିୟମାଣ ହେବେନି କି ଜିତିଲେ ଉତ୍‌ଫୁଲ୍ଲିତ ହେବେ ନାହିଁ। ବୃଷ: ନିଜର…
Read More...

୩ ଦିନ କମ୍‌ ଶୀତ : ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ୨୧ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଗ ମେଘୁଆ ରହିବା ସହ କିଛି ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଦକ୍ଷିଣ, ଦକ୍ଷିଣ ଉପକୂଳ ଏବଂ ଉପକୂଳବର୍ତ୍ତୀ…
Read More...

ଭରତପୁର ଥାନା ଘଟଣା: ଭିଡିଓ ଦାଖଲ କଲା କ୍ରାଇମବ୍ରାଞ୍ଚ; ୨୨ରେ ଶୁଣାଣି

ଭୁବନେଶ୍ବର : ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ କ୍ରାଇମବ୍ରାଞ୍ଚ ବୁଧବାର ତଦନ୍ତ କମିସନ ଚିତ୍ତ ରଞ୍ଜନ ଦାଶଙ୍କ ପାଖରେ ସମ୍ପୂର୍ଣ୍ଣ ଘଟଣାର ଭିଡ଼ିଓ ଓ ଦସ୍ତାବିଜ ଦାଖଲ କରିଛି।…
Read More...

ସାବୁନ କାରଖାନାରେ ଅଗ୍ନିକାଣ୍ଡ: ଜଳିଗଲା ୮ଲକ୍ଷ ଟଙ୍କାର ସାମଗ୍ରୀ

ପୁରୀ : ପୁରୀସ୍ଥିତ ମଙ୍ଗଳାଘାଟ ନିକଟରେ ଥିବା ଏକ ସାବୁନ କାରଖାନାରେ ବୁଧବାର ଅଗ୍ନିକାଣ୍ଡ ଘଟି ପ୍ରାୟ ୮ଲକ୍ଷ ଟଙ୍କାର ସାମଗ୍ରୀ ଜଳି ଯାଇଛି। ଜିଲା ଅଗ୍ନିଶମ ବାହିନୀ କର୍ମଚାରୀମାନେ ପହଞ୍ଚି ଅଢ଼େଇ ଘଣ୍ଟା ପରିଶ୍ରମ…
Read More...

ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ। ଆଜିଠୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆଦିଲ୍ଲୀ ସହିତ ସେ ରାଜସ୍ଥାନ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଆଜିଠାରୁ ୨୧ ତାରିଖ…
Read More...

ମୁମ୍ବଇ ଉପକୂଳରେ ବୋଟ୍‌ ବୁଡ଼ି ଘଟଣା: ୧୩ ମୃତ, ଉଦ୍ଧାର ହେଲେଣି ୧୧୫, ଏବେବି ଦୁଇ ନିଖୋଜ

ମୁମ୍ବଇ: ବୁଧବାର ମୁମ୍ବଇ ଉପକୂଳରେ ଗୋଟିଏ ଯାତ୍ରୀବାହୀ ବୋଟ୍‌ ଆରବ ସାଗରରେ ବୁଡିଯିବାରୁ ୧୩ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ଏଯାଏଁ ୧୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ଦୁଇ ଜଣ ଏବେବି ନିଖୋଜ ରହିଛନ୍ତି। ସୂଚନା ମୁତାବକ…
Read More...

ରେଷ୍ଟୁରାଣ୍ଟ ବିଲ୍‌ରେ ଅତୁଲ ସୁବାସଙ୍କୁ ଶ୍ରଦ୍ଧାଞ୍ଜଳୀ

ବେଙ୍ଗାଲୁରୁ: କିଛି ଦିନ ପୂର୍ବରୁ ପତ୍ନୀ ଏବଂ ଶ୍ଵଶୁର ଘର ଲୋକଙ୍କ ନିର୍ଯ୍ୟାତନା ସହ୍ୟ କରିନପାରି କର୍ଣ୍ଣାଟକର ବେଙ୍ଗାଲୁରୁ ସହରରେ ବାସ କରୁଥିବା ଜଣେ ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁବାସ ଆତ୍ମହତ୍ୟା କରିଥିଲେ। ଅତୁଲ…
Read More...