Browsing Tag

odia news

କରତ କଳରେ ଭିଜିଲାନ୍ସ ଚଢ଼ାଉ, ୧୨ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ

ପିପିଲି: ବଳଙ୍ଗା ଥାନା ଅନ୍ତର୍ଗତ ହରିପୁର ବଜାରଠାରେ ଥିବା ଏକ ବେଆଇନ କରତ କଳ ଉପରେ ମଙ୍ଗଳବାର ଚଢ଼ାଉ କରାଯାଇଛି। ଭୁବନେଶ୍ଵର ଭିଜିଲାନ୍ସ ଡିଭିଜନର ଫରେଷ୍ଟ ୱିଙ୍ଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ୧୨…
Read More...

୩ୟ ଟେଷ୍ଟରେ ବିଜୟ ସହ ୩-୦ରେ ସିରିଜ ପୋଛିନେଲା ଟିମ୍‌ ଇଣ୍ଡିଆ

ରାଞ୍ଚି: ରାଞ୍ଚିରେ ଖେଳାଯାଉଥିବା ୩ୟ ଟେଷ୍ଟ ମ୍ୟାଚରେ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧ ଇନିଂସ ଏବଂ ୨୦୨ରନ୍‌ ବ୍ୟବଧାନରେ ପରାଜିତ କରିଛି। ଫଳରେ ଟିମ୍‌ ଇଣ୍ଡିଆ ଅନ୍ତିମ ମ୍ୟାଚରେ ବିଜୟ ସହିତ ୩ ମ୍ୟାଚ ବିଶିଷ୍ଟ…
Read More...

ଆମ୍ବୁଲାନ୍ସ ମିଳିଲାନି; ପ୍ରସବ ପରେ ମରାଠୀ ଅଭିନେତ୍ରୀଙ୍କ ମୃତ୍ୟୁ

ମୁମ୍ବଇ: ଉପାନ୍ତ ତଥା ଦୁର୍ଗମ ଅଞ୍ଚଳରେ ଆମ୍ବୁଲାନ୍ସ ପହଞ୍ଚିପାରୁ ନ ଥିବାରୁ ଅନେକ ରୋଗୀଙ୍କ ମୃତ୍ୟୁ ଘଟୁଥିବା ଦେଖିବାକୁ ମିଳିଛି। କିନ୍ତୁ ମହାରାଷ୍ଟ୍ରରେ ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ଅଭିନେତ୍ରୀଙ୍କ ମୃତ୍ୟୁ ଖବର…
Read More...

ବେତନ ବୃଦ୍ଧି ଦାବିରେ ବାଂଲାଦେଶ କ୍ରିକେଟରଙ୍କ ଧର୍ମଘଟ; ଭାରତ ଗସ୍ତ ବାତିଲ ଆଶଙ୍କା

ଢାକା: ବେତନ ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ବାଂଲାଦେଶ କ୍ରିକେଟରମାନେ ଧର୍ମଘଟକୁ ଓହ୍ଲାଇବେ। ଦାବି ପୂରଣ ନ ହେବା ଯାଏ ଖେଳାଳିମାନେ କୌଣସି କ୍ରିକେଟ ମ୍ୟାଚରେ ଅଂଶଗ୍ରହଣ କରିବେ ନାହିଁ ବୋଲି ରୋକ୍‌ ଠୋକ୍‌ ଚେତାଇ…
Read More...

୪୮ଘଣ୍ଟାରେ ଲଘୁଚାପ; ୩ଦିନ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ ଭାରତରେ ଉତ୍ତର ପୂର୍ବ ମୌସୁମି ବାୟୁ ସକ୍ରିୟ ରହିଛି। ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଦକ୍ଷିଣ ଭାରତର ଅଧିକାଂଶ ରାଜ୍ୟରେ ବର୍ଷା ପ୍ରଭାବ ଲାଗିରହିଥିବାବେଳେ ଆସନ୍ତା ୪୮ଘଣ୍ଟା…
Read More...

ଦୀପାବଳି ପରେ ପିସିସି ପୁନର୍ଗଠନ: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ସୋନିଆ ଗାନ୍ଧୀ ଏଆଇସିସି ଅଧ୍ୟକ୍ଷା ଭାବେ ଅନ୍ତରୀଣ ଦାୟିତ୍ୱ ଗ୍ରହଣ କରିବାପରେ ଓଡ଼ିଶାର ପିସିସି କମିଟି ସମେତ ଅନ୍ୟାନ୍ୟ ସମସ୍ତ କମିଟି ଭାଙ୍ଗି ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ…
Read More...

ଘରୋଇ କ୍ରିକେଟରୁ ଅବସରନେଲେ ନଟରାଜ ବେହେରା

କଟକ : ଓଡ଼ିଶା ରଣଜୀ ଟ୍ରଫି ଦଳର ପୂର୍ବତନ ଅଧିନାୟକ ହଳଧର ଦାସଙ୍କ ପରେପରେ ଆଉ ଜଣେ ପୂର୍ବତନ ରଣଜୀ ଅଧିନାୟକ ନଟରାଜ ବେହେରା ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନ୍‌…
Read More...

ଆସନ୍ତାକାଲି ରିଲିଜ ହେବ ହାସ୍ୟରସାତ୍ମକ ହିନ୍ଦୀ ଚଳଚ୍ଚିତ୍ର ‘ପାଗଲ ପନ୍ତି”ର ଟ୍ରେଲର

ମୁମ୍ବଇ : ହାସ୍ୟରସାତ୍ମକ ବଲିଉଡ଼ ଚଳଚ୍ଚିତ୍ର ପାଗଲ ପନ୍ତିର ଟ୍ରେଲର ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ରିଲିଜ ହେବ। ଏନେଇ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ସୋମବାର ଟ୍ବିଟ୍ କରି ସୂଚନା ଦେଇଛନ୍ତି। #Pagalpanti trailer…
Read More...

୧୦ଟି ପ୍ରସ୍ତାବକୁ କ୍ୟାବିନେଟ୍‍ ମୋହର

ଭୁବନେଶ୍ୱର : ରାଜ୍ୟ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ…
Read More...

୬ଟା ସୁଦ୍ଧା ମହାରାଷ୍ଟ୍ରରେ ୫୫.୩୯ପ୍ରତିଶତ ଓ ହରିୟାଣାରେ ୬୧.୩୯ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ପ୍ରକ୍ରିୟା ଚାଲୁ ରହିଛି। ମହାରାଷ୍ଟ୍ରରେ ୬ଟା ସୁଦ୍ଧା ୫୫.୩୯ପ୍ରତିଶତ ମତଦାନ ହୋଇଛି। ସେହିପରି ହରିୟାଣାରେ ୬୧.୩୯ପ୍ରତିଶତ ମତଦାନ…
Read More...