Browsing Tag

odia news

ଅପରାହ୍ଣ ୫ଟା ସୁଦ୍ଧା ମହାରାଷ୍ଟ୍ରରେ ୪୪.୬୧ ପ୍ରତିଶତ ଓ ହରିୟାଣାରେ ୫୩.୭୮ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ପ୍ରକ୍ରିୟା ଜାରି ରହିଛି। ହରିୟାଣାରେ ଅପରାହ୍ନ ୫ଟା ସୁଦ୍ଧା ୫୩.୭୮ପ୍ରତିଶତ ମତଦାନ ହୋଇଛି। ସେହିପରି ମହାରାଷ୍ଟ୍ରରେ ୪୪.୬୧…
Read More...

ଭାଲୁ ଆକ୍ରମଣରେ ଗାଇଚରାଳୀ ମୃତ

ଦେବଗଡ : ଦେବଗଡ ଜିଲା ବାରକୋଟ ଥାନା ଅନ୍ତର୍ଗତ ଔତଳ ଜଙ୍ଗଲରେ ସୋମବାର ଭାଲୁ ଆକ୍ରମଣରେ ଜଣେ ଗାଇଚରାଳିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ବ୍ଲକ ସରୁଆଳି ପଞ୍ଚାୟତ ନୂଆମୁଣ୍ଡା…
Read More...

ଚିନ୍ତାମୁକ୍ତ ଓ ସୁଖମୟ ଜୀବନ ପାଇଁ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଆଜିକାଲି ବ୍ୟସ୍ତମୟ ଜୀବନ କେବଳ ଯେ ଆମକୁ ଚାପ ଗ୍ରସ୍ତ କରୁଛି ତା ନୁହେଁ, ଏଠି ପାଇଁ ଜୀବନରେ ଅଶାନ୍ତି ସୃଷ୍ଟି ହେବା ସହ ସୁଖମୟ ଜୀବନ ବଞ୍ଚିବା କଷ୍ଟକର ହୋଇପଡ଼ୁଛି। ତେବେ କେତୋଟି କଥା ପ୍ରତି ଧ୍ୟାନ ଦେଲେ ଆପଣ ଗୋଟିଏ…
Read More...

ବିଜେପୁର ଉପନିର୍ବାଚନ ମତଦାନ ଶେଷ : ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ, ୨୪ରେ ବାହାରିବ ଫଳ

ଭୁବନେଶ୍ୱର: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ଭୋଟଗ୍ରହଣ ଶେଷ ହୋଇଛି। ସନ୍ଧ୍ୟା ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି। ସୋମବାର ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ…
Read More...

ରାଞ୍ଚି ଟେଷ୍ଟ : ବିଜୟ ଠାରୁ ୨ୱିକେଟ ଦୂରରେ ଭାରତ

ରାଞ୍ଚି: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖୀନ ହୋଇଛି। ଭାରତର ୪୯୭ ରନ ଜବାବରେ ଦକ୍ଷିଣ ଆଫ୍ରିକା…
Read More...

ବେଆଇନ୍‌ ପାର୍କିଂ ଫି ଆଦାୟ : ଭୁବନେଶ୍ୱରର ୧୦ ସପିଂ ମଲ ସମେତ ୩ଟି ଘରୋଇ ହସ୍‌ପିଟାଲ୍‌କୁ ବିଡିଏର ନୋଟିସ୍‌

ଭୁବନେଶ୍ବର : ବେଆଇନ୍‌ ପାର୍କିଂ ଫି ଆଦାୟ ପ୍ରସଙ୍ଗକୁ ନେଇ ରାଜଧାନୀରେ ଥିବା ୧୦ଟି ବ୍ୟସାୟିକ ପ୍ରତିଷ୍ଠାନ(ସପିଂ ମଲ) ଓ ୩ଟି ଘରୋଇ ହସ୍ପିଟାଲକୁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ(ବିଡିଏ) ପକ୍ଷରୁ ନୋଟିସ୍‌ ଜାରି…
Read More...

ଏହି ଉପାୟରେ ଘରେ କରନ୍ତୁ ମେନିକିଓର୍ : ଆଉ ଯିବାକୁ ପଡ଼ିବନି ପାର୍ଲର

ସାଧାରଣତଃ ହାତକୁ କେମଳ ଓ ସୁନ୍ଦର କରିବା ପାଇଁ ପାର୍ଲର ଯାଇ ଅନେକ ଟଙ୍କା ବିନିମୟରେ ଆମେ ମେନିକିଓର୍ କରାଇଥାଉ। ହେଲେ କ’ଣ ଆପଣ ଜାଣନ୍ତି, ଘରୋଇ ଉପାୟରେ ମଧ୍ୟ ଆପଣ ମେନିକିଓର୍ କରିପାରିବେ। ଏହା ଦ୍ବାରା ବିନା କୌଣସି…
Read More...

ବିଜେପୁର ଉପନିର୍ବାଚନ; ଦିନ ୩ଟା ସୁଦ୍ଧା ୫୬.୫ପ୍ରତିଶତ ମତଦାନ

ଭୁବନେଶ୍ୱର: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ମତଦାନ ଜାରି ରହିଥିବା ଜଣାପଡିଛି। ଦିନ ୩ଟା ସୁଦ୍ଧା…
Read More...

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ : ପରିବାର ସହ ଆସି ମତଦାନ କଲେ ସଚିନ

ମୁମ୍ବଇ : ମହାରାଷ୍ଟ୍ରରେ ୨୮୮ବିଧାନସଭା ଆସନ ପାଇଁ ସୋମବାର ମତଦାନ ଚାଲିଛି। ସକାଳ ୭ଟାରୁ ମହାରାଷ୍ଟ୍ରରେ ମତଦାନ ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୫ଟା ପର୍ୟ୍ୟନ୍ତ ଏହା ଚାଲିବ। ଲୋକତନ୍ତ୍ରର ଏହି ମହାନ ପର୍ବରେ ଭାରତର…
Read More...

ଦିନ ୩ଟା ସୁଦ୍ଧା ହରିୟାଣାରେ ୪୫, ମହାରାଷ୍ଟ୍ରରେ ୩୪ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ସୋମବାର ମତଦାନ ପ୍ରକ୍ରିୟା ଜାରି ରହିଛି। ହରିୟାଣାରେ ଅପରାହ୍ନ ୩ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଛି। ସେହିପରି ମହାରାଷ୍ଟ୍ରରେ ୩୪ ପ୍ରତିଶତ ମତ…
Read More...