Browsing Tag

odia news

‘ତାନାଜୀ-ଦି ଅନ୍‍ସଙ୍ଗ୍‍ ୱାରିୟର’ : ସାମ୍ନାକୁ ଆସିଲା ଅଜୟଙ୍କ ପ୍ରଥମ ଲୁକ୍‍ ପୋଷ୍ଟର

ମୁମ୍ବଇ : ଅଜୟ ଦେବଗନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ତାନାଜୀ: ଦି ଅନ୍‍ସଙ୍ଗ୍‍ ୱାରିୟର’ରେ ଅଜୟଙ୍କ ପ୍ରଥମ ଲୁକ୍‍ ପୋଷ୍ଟର ସୋମବାର ସାମ୍ନାକୁ ଆସିଛି। ଅଜୟ ନିଜେ ଏହି ପୋଷ୍ଟରକୁ ସାମାଜିକ ଗଣମାଧ୍ୟମରେ ଶେୟାର…
Read More...

ନଭେମ୍ବର ୧୮ରୁ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ନଭେମ୍ବର ୧୮ରୁ ଆରମ୍ଭ ହୋଇ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବ। ଏନେଇ ସରକାରଙ୍କ ପକ୍ଷରୁ ଦୁଇ ଜଣ ସଂସଦ ସଚିବଙ୍କୁ ସୂଚନା ଦିଆଯାଇଛି। ଏହି ଅଧିବେଶନରେ ସରକାର ଅନେକ…
Read More...

ସିସିଟିଭିରେ କଏଦ୍‍ ଥିଲା ୫ ବର୍ଷର ଟ୍ରାଫିକ୍‍ ଉଲ୍ଲଂଘନ ରେକର୍ଡ଼: ଅଟୋ ଚାଳକଙ୍କୁ ୭୬ ହଜାର ଟଙ୍କା ଜୋରିମାନା

ସୁରଟ : ନୂଆ ଟ୍ରାଫିକ୍‍ ନିୟମ ଲାଗୁ ହେବା ପରେ ଅନେକ ଗାଡ଼ି ଚାଳକ ମୋଟା ଅଙ୍କର ଜୋରିମାନା ଦେବା କଥା ଶୁଣିଥିବେ। କିନ୍ତୁ ଗୁଜରାଟର ସୁରଟରେ ଜଣେ ଅଟୋ ଚାଳକଙ୍କ ଉପରେ ପୁରୁଣା ଟ୍ରାଫିକ୍‍ ନିୟନ ଅନୁସାରେ ୭୬ ହଜାର…
Read More...

ଦକ୍ଷିଣ ଆଫ୍ରିକା ୧୬୨ରେ ଅଲଆଉଟ; ଦ୍ବିତୀୟ ଇନିଂସରେ ୧୬/୨

ରାଞ୍ଚି: ଭାରତ ବିପକ୍ଷ ୩ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ ରନରେ ଅଲଆଉଟ୍‌ ହୋଇଯାଇଛି। ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଯୋଗୁ କ୍ରମାଗତ ଭାବେ ୱିକେଟ ହରାଇ ଚାଲିଥିଲା। ଦଳ ଭାରତର ୪୯୭ ରନ ଜବାବରେ…
Read More...

ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ ପାଇଁ ମାଲକାନଗିରିରେ ରାଜ୍ୟପାଳ

ମାଲକାନଗିରି: ମାନ୍ୟବର ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶ ଲାଲ୍ ସୋମବାର ମାଲକାନଗିରି ଜିଲ୍ଲା ଗସ୍ତରେ ଆସି ମୁଣ୍ଡାଗୁଡା ସ୍ଥିତ ଏକଲବ୍ୟ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ସେଠାରେ ବିଦ୍ୟାଳୟରେ ଏକ ଗଣେଶ ବିଗ୍ରହକୁ…
Read More...

ଆଇନଜୀବୀଙ୍କ ଆନ୍ଦୋଳନ ପ୍ରସଙ୍ଗ; ନଭେମ୍ବର ୪ରେ ପରବର୍ତ୍ତୀ ଶୁଣାଣି

କଟକ: ଆଇନଜୀବୀଙ୍କ ବାରମ୍ବାର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାର ସୋମବାର ଶୁଣାଣି ହୋଇଛି। ତେବେ ପ୍ରତିପକ୍ଷଙ୍କ ପକ୍ଷରୁ ଅଧିକ ସମୟ ମଗାଯିବାରୁ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି…
Read More...

ନକ୍ସଲ ଭୟରେ ଗାଁ ଛାଡିଲେ ଗୋଟିଏ ପରିବାର

ମାଲକାନଗିରି: ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ପଞ୍ଚାୟତ ଡାବୁଗୁଡା ଗ୍ରାମର ଗୋଟିଏ ଆଦିବାସୀ ପରିବାର ନକ୍ସଲ ଭୟରେ ଗାଁ ଛାଡିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମାଓ ନେତା ରାକେଶ ଗତ ଅଗଷ୍ଟ ୨୮ତାରିଖରେ…
Read More...

ବିଜେପୁର ଉପନିର୍ବାଚନ; ଦିନ ୧ଟା ସୁଦ୍ଧା ୩୭.୧୦% ମତଦାନ

ଭୁବନେଶ୍ୱର: ବରଗଡ଼ ଜିଲାର ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାରେ ମତଦାନ ଜାରି ରହିଛି। ଦିନ ୧ଟା ସୁଦ୍ଧା ୩୭.୧୦ ପ୍ରତିଶତ…
Read More...

ଗାନ୍ଧିଜୀଙ୍କୁ ‘ରାଷ୍ଟ୍ରପୁତ୍ର’ କହିଲେ ପ୍ରଜ୍ଞା ଠାକୁର

ଭୋପାଳ: ଭୋପାଳର ବିଜେପି ସାଂସଦ ସାଧ୍ଵୀ ପ୍ରଜ୍ଞା ଠାକୁର ନିଜର ମନ୍ତବ୍ୟ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କୁ ‘ରାଷ୍ଟ୍ରପୁତ୍ର’ କହି ଚର୍ଚ୍ଚାର ପରିସରକୁ ଆସିଛନ୍ତି।…
Read More...

ଆପଣ ବି ଅଧିକ ଖଟା ଖାଇବାକୁ ପସନ୍ଦ କରନ୍ତି କି? ହୋଇଯାଆନ୍ତୁ ସାବଧାନ

ପ୍ରାୟତଃ ଖଟା ଖାଇବାକୁ ବହୁତ ଲୋକ ଭଲ ପାଆନ୍ତି। ବିଶେଷ କରି ଝିଅମାନେ ଅଧିକ ଖଟା ପ୍ରିୟ ହୋଇଥାଆନ୍ତି। ଅଧିକ ଖଟା ଜାତୀୟ ଖାଦ୍ୟ ପଦାର୍ଥ ଯେପରିକି ଆଚାର, ଖଟା, ତେନ୍ତୁଳି, କମଳା, ଅଁଳା, ଦହି ଏବଂ ଲେମ୍ବୁ ପାଣି ଆଦିର…
Read More...