Browsing Tag

odia news

ଆସୁଛି ଆଉ ଏକ ଝଡ଼, ୧୦-୧୧ ମଧ୍ୟରେ ସ୍ଥଳଭାଗ ଛୁଇଁବା ଆଶଙ୍କା

କଟକ: ଉତ୍ତର ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସ୍ଥିତି ସୃଷ୍ଟି ହୋଇଛି। ଯଦି ଏହା କ୍ରମେ ତୀବ୍ର ଅବପାତର ରୂପନେଇ ପୂର୍ବ-ଉତ୍ତରମୁହାଁ ଗତିକରେ ତାହେଲେ କାର୍ତ୍ତିକ ପୂର୍ଣ୍ଣମୀ ପୂର୍ବରୁ…
Read More...

୧୦ଦଫା ଦାବି ପୂରଣ ନହେଲେ ସରକାରୀ ନିର୍ମାଣ କାର୍ଯ୍ୟ ବନ୍ଦ : ଠିକାଦାର ମହାସଂଘ

ପିପିଲି : ସରକାରୀ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଠିକାଦାରଙ୍କ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କ ନିକଟରେ କରାଯାଇଥିବା ୧୦ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲାରେ ସରକାରୀ ନିର୍ମାଣ କାର୍ଯ୍ୟ…
Read More...

ଶିବସେନାର ଦୃଢ଼ୋକ୍ତି; ଆମ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି

ମୁମ୍ବଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ଲାଗି କୌଣସି ଦଳ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ। ଏପରି ସ୍ଥଳେ ଚଳିତମାସ ୭ ତାରିଖ ସୁଦ୍ଧା ରାଜ୍ୟରେ ସରକାର ଗଠନ ନ ହେଲେ ରାଷ୍ଟ୍ରପତି ଶାସନ ଲାଗୁ ହେବ ବୋଲି ବିଜେପି ନେତା ଧମକ…
Read More...

ଭାରତ ଓ ବାଂଲାଦେଶ ପ୍ରଥମ ଟ୍ବେଣ୍ଟି-୨୦ : ବାଂଲାଦେଶ ପାଇଁ ୧୪୯ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ ଖେଳାଯାଉଛି। ବାଂଲାଦେଶ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପ୍ରଥମେ ବ୍ୟାଟିଂ…
Read More...

ଶିଖ୍‌ ତୀର୍ଥଯାତ୍ରୀଙ୍କୁ ସ୍ବାଗତ ପାଇଁ କର୍ତ୍ତାରପୁର ପ୍ରସ୍ତୁତ, ଫଟୋ ଶେୟାର କଲେ ଇମ୍ରାନ

ଇସଲାମାବାଦ: ଆସନ୍ତା ୯ ତାରିଖରେ କର୍ତ୍ତାରପୁର କରିଡର ଉଦ୍‌ଘାଟନ କରାଯିବ। ଏହାର ସପ୍ତାହକ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କର୍ତ୍ତାରପୁର କଂପ୍ଲେକ୍ସ ଏବଂ ଗୁରୁଦ୍ବାରା ଦରବାର ସାହିବର ଅନେକ ଫଟୋ…
Read More...

ଗୁରୁନାନକ ଇଂଲିଶ ମିଡିୟମ ପବ୍ଲିକ ସ୍କୁଲ ଉଦ୍‍ଘାଟିତ

ପିପିଲି : ରାଜଧାନୀ ଉପକଣ୍ଠ ଗୁଡିଆପୋଖରୀ ଠାରେ ଗୁରୁନାନକ ଇଂଲିଶ ମିଡିୟମ ପବ୍ଲିକ ସ୍କୁଲ୍‍ ରବିବାର ଉଦ୍‍ଘାଟିତ ହୋଇଯାଇଛି। ଏହି ଅବସରରେ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତା…
Read More...

ବାରହା ଉପଦ୍ରବରୁ ଚାଷକୁ ସୁରକ୍ଷିତ ରଖିବା ପାଇଁ ଚାଷୀଙ୍କ ପ୍ରୟାସ

ଗୋପାଳପୁର : ରଙ୍ଗେଈଲୁଣ୍ଡା ବ୍ଲକରେ ଗତ ଅକ୍ଟୋବର ମାସରେ ଲଗାଣ ବର୍ଷା ଯୋଗୁଁ ଚାଷଜମି ବ୍ୟାପକ ନଷ୍ଟ ହୋଇଥିବାବେଳେ କିଛିଦିନ ବ୍ୟବଧାନରେ ଏବେ ଚାଷଜମିରେ ବାରହା ଉପଦ୍ରବ୍ୟ ଚାଷୀଙ୍କ ନିଦ ହଜାଇ ଦେଇଛି କ୍ଷ ଗତ ଲଗାଣ…
Read More...

ମାଙ୍କଡ଼ ହାତରୁ ଖସିପଡ଼ିଲା ପଥର; ୪ ମାସର ଶିଶୁ ମୃତ

ଲକ୍ଷ୍ନୌ: ମାଙ୍କଡ଼ ହାତରୁ ପଥର ଖସିପଡ଼ିବା ଫଳରେ ଜଣେ ୪ମାସ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶର ମୁଜଫରନଗର ଅନ୍ତର୍ଗତ ସୋହଜାନି ଗ୍ରାମରେ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ପୁଲିସ ସୂଚନା ଅନୁସାରେ,…
Read More...

ଗଛରେ ପିଟିହୋଇ ବାଇକ ଚାଳକ ମୃତ

ମ.ରାମପୁର : କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ନିକଟସ୍ଥ ଡଙ୍ଗାବାହାଲ ଛକଠାରେ ରବିବାର ଏକ ଗଛରେ ପିଟିହୋଇ ଜଣେ ବାଇକ ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୁଢୀଖମନ ଗାଁର ମିନକେତନ ଭୋଇ। ସେ ତାର ଭଉଣୀ ଘର…
Read More...

ଏନଆରସି ଉପରେ ପ୍ରଧାନ ବିଚାରପତିଙ୍କ ପ୍ରତିକ୍ରିୟା; କହିଲେ ଗଣମାଧ୍ୟମର ଦାୟିତ୍ବହୀନ ଖବର ପରିବେଷଣ ପରିସ୍ଥିତିକୁ…

ନୂଆଦିଲ୍ଲୀ: ଜାତୀୟ ନାଗରିକ ପଞ୍ଜୀକରଣ(ଏନଆରସି)କୁ ଭବିଷ୍ୟତର ମୂଳ ଦସ୍ତାବିଜ୍ ବୋଲି କହିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ। କିନ୍ତୁ ଏନଆରସିକୁ ନେଇ ପରିସ୍ଥିତି ଯେପରି ବିଗିଡ଼ି ଯାଇଛି…
Read More...