Browsing Tag

odia news

ସର୍ବ ଭାରତୀୟ ଫୁଟବଲ ମହୋତ୍ସବ : ରାଉରକେଲା ୟୁନାଇଟେଡ଼ ସ୍ପୋର୍ଟସ କ୍ଲବ ଓ ’ରଞ୍ଚି ପାନ୍ଥର’ ଚମ୍ପିୟନ

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକର ଭୋଳଗଡ଼ିଆ ମିନିଷ୍ଟାଡିୟମରେ ସ୍ଥାନୀୟ ଶିମିଳିପାଳ ସ୍ପୋର୍ଟସ ଏଣ୍ଡ ଏତହେଲେଟିକ୍ସ ଏସ୍ସିଏସନ ପକ୍ଷରୁ ଦୁଇ ଦିନ ଧରି ଚାଲିଥିବା ସର୍ବ ଭାରତୀୟ ଫୁଟବଲ ମହୋତ୍ସବରେ ରାଉରକେଲା…
Read More...

ପ୍ରିୟଙ୍କା ଓ ମମତାଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍‌ କରାଯାଇଛି, ବିଜେପିର ହାତ ଥିବା କଂଗ୍ରେସର ଅଭିଯୋଗ

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ହ୍ୟାକ ଘଟଣାକୁ ନେଇ ରବିବାର କଂଗ୍ରେସ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଉପରେ ଦୋଷ ଲଦିଛି। କେବଳ କଂଗ୍ରେସ ନୁହେଁ, ଟିଏମସି ମଧ୍ୟ ବିଜେପି ସରକାରକୁ ଏହି ଘଟଣା ପାଇଁ ଦାୟୀ କରିଛି।…
Read More...

ଭାରତ ଓ ବାଂଲାଦେଶ ପ୍ରଥମ ଟ୍ବେଣ୍ଟି-୨୦ : ଟସ୍ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖୋଯିବାକୁଥିବା ଭାରତ ଓ ବାଂଲାଦେଶ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚରେ ବାଂଲାଦେଶ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ଟ୍ବେଣ୍ଟି-୨୦ ସିରିଜରେ…
Read More...

ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜ ପରିସରରେ ଥିବା ଯବାନ ମେସରେ ଜଣେ ଯବାନଙ୍କ ଝୂଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯବାନ ଜଣଙ୍କ ତାମିଲନାଡୁର ଏମ କ୍ରିଷ୍ଣାଆର୍୨(୨୭)…
Read More...

ପିପିଲିରେ ରକ୍ତଦାନ ଶିବିର

ପିପିଲି : ଆମିତି ଇଣ୍ଡିଆ ଚାରିଟେବୁଲ ଟ୍ରଷ୍ଟ ଓ ପିପିଲିର ସଚେତନ ନାଗରିକ ମଞ୍ଚର ମିଳିତ ଉଦ୍ୟମରେ ସ୍ଥାନୀୟ ପୌର ଅତିଥି ଭବନ ଠାରେ ରବିବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ପିପିଲି ଏନ୍‍ଏସିର…
Read More...

ଦିଲ୍ଲୀରେ ପ୍ରଦୂଷଣ କମାଇବା ପାଇଁ ଯଜ୍ଞ କରିବାକୁ ସରକାରଙ୍କୁ ପରାମର୍ଶ ଦେଲେ ବିଜେପି ନେତା

ଲକ୍ଷ୍ନୌ: ଦିଲ୍ଲୀ ଏନସିଆରରେ ପ୍ରଦୂଷଣ ଭୟଙ୍କର ସ୍ଥିତିରେ ପହଞ୍ଚିଥିବାବେଳେ ଏହାକୁ ହ୍ରାସ କରିବା ଲାଗି ବିଜେପି ନେତାଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଦୂଷଣ କମାଇବା ପାଇଁ ସରକାର ପାରମ୍ପରିକ ଯଜ୍ଞ…
Read More...

ଆଉ କିଛି ସମୟ ପରେ ଦିଲ୍ଲୀରେ ଖେଳାଯିବ ଭାରତ-ବାଂଲାଦେଶ ପ୍ରଥମ ଟ୍ବେଣ୍ଟି-୨୦

ନୂଆଦିଲ୍ଲୀ : ଆଉ କିଛି ସମୟ ପରେ ଅର୍ଥାତ ସନ୍ଧ୍ୟା ୭ଟାରୁ ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ଟ୍ବେଣ୍ଟି-୨୦ ସିରିଜରେ ଅଧିନାୟକ…
Read More...

ଜିଦରେ ଅଟଳ ଶିବସେନା; କହିଲା ବିଜେପି ସହ ଯଦି ଆଲୋଚନା ହୁଏ କେବଳ ମୁଖ୍ୟମନ୍ତ୍ରୀ ପଦ ଉପରେ ହେବ

ମୁମ୍ବଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ଲାଗି କୌଣସି ରାଜନୈତିକ ଦଳ ପାଖରେ ସଂଖ୍ୟା ଗରିଷ୍ଠତା ନ ଥିବାରୁ ଫଳାଫଳ ପ୍ରକାଶ ପାଇବାର ୧୦ ଦିନ ପରେ ମଧ୍ୟ ଅନିଶ୍ଚିତତା ଲାଗି ରହିଛି। ବିଜେପି-ଶିବସେନା ମେଣ୍ଟ କରି ନିର୍ବାଚନ…
Read More...

ଓଟର ମୂର୍ତ୍ତି ଘରେ ରଖିବା ଦ୍ବାରା ଦୂର ହୁଏ ନାନାଦି ସମସ୍ୟା

ସାଧାରଣତଃ ଘରେ ବାସ୍ତୁ ଦୋଷ ଥିଲେ ଅନେକ ପ୍ରକାରର ସମସ୍ୟା ଦେଖାଦେଇଥାଏ। ଏହି ବାସ୍ତୁ ଦୋଷ ଦୂର କରିବା ପାଇଁ ଜ୍ୟୋତିଷଙ୍କ ପରାମର୍ଶ ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଆମେ ଅନେକ ଉପାୟ ଆପଣାଇ ଥାଆନ୍ତି। ହେଲେ କ’ଣ…
Read More...

ଫଟା ଓଠରୁ ରକ୍ଷା ପାଇବାର ଉପାୟ

ଶୀତଦିନେ ଓଠ ଫାଟିବା ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା। ଓଠ ଫାଟିବା ଦ୍ବାରା ଖାଇବାରେ ଅସହଜ ହେବା ସହ ଜଳାପୋଡା ହୋଇଥାଏ। ଆମେ ବଜାରରେ ମିଳୁଥିବା ଭେସଲିନ୍ ବା ଲିପ୍‌ବାମ୍‌ ଓଠରେ ଲଗାଇ ଥାଉ। ସେଗୁଡିକ କେମିକାଲ ଯୁକ୍ତ…
Read More...