BJD Bijuli 480×75 Mob
Browsing Tag

odia news

ସଡ଼କ ଦୁର୍ଘଟଣାରେ ଜଣେ ମୃତ

ରାୟଗଡ଼ା : ରାୟଗଡ଼ା ଜିଲା ଚାନ୍ଦିଲି ଅଞ୍ଚଳରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ଭ୍ୟାନ ଜଣେ ସାଇକେଲ ଆରେହୀଙ୍କୁ ଧକ୍କା ଦେବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,…
Read More...

ଚାଇନା ନିର୍ମିତ ଭିଏଚଏଫ ସେଟ ବନ୍ଦ କରିବା ପାଇଁ ଏସପିଙ୍କ ନିର୍ଦ୍ଦେଶ

ଧାମରା : ଭଦ୍ରକର ଧାମରା ପୋତାଶ୍ରୟ ମଧ୍ୟରେ ଥିବା ସମସ୍ତ ଯନ୍ତ୍ରଚାଳିତ ଭୁଟୁଭୁଟି, ଟ୍ରଲର, ଲଞ୍ଚ ଏବଂ ବୋଟ ମାଲିକ ମାନେ ବ୍ୟବହାର କରୁଥିବା ଚାଇନା ନିର୍ମିତ ଭିଏଚଏଫ ସେଟ ଗୁଡ଼ିକୁ ବନ୍ଦ କରିବା ପାଇଁ ସୋମବାର ଭଦ୍ରକ…
Read More...

ଗଜାନନଙ୍କ ପୂଜା ପାଇଁ ଉତ୍ସବ ମୁଖର ପୁରପଲ୍ଲୀ

ଭୁବନେଶ୍ୱର : ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥି ସୋମବାର ପ୍ରଭୁ ବିଘ୍ନ ବିନାଶକଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି ପୁରପଲ୍ଲୀ। ଶଙ୍ଖ, ମନ୍ତ୍ର ପାଠରେ ଗାଁ ଠାରୁ ସହର କମ୍ପି ଉଠୁଛି। ଶିକ୍ଷାନୁଷ୍ଠାନରୁ…
Read More...

ସ୍ତ୍ରୀ ସହ ଝଗଡ଼ା ହେବାରୁ ୩ ପିଲାଙ୍କୁ ମାରିଦେଲେ କନଷ୍ଟେବଳ

ଅହମ୍ମଦାବାଦ: ପରିବାରରେ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ସାଧାରଣ କଥା। କିନ୍ତୁ ଏଥିପାଇଁ ଜଣେ ବ୍ୟକ୍ତି ନିଜର ୩ ପିଲାଙ୍କୁ ହତ୍ୟା କରିଛନ୍ତି। ଗୁଜରାଟର ଭାବନଗର ଅଞ୍ଚଳରେ ଏପରି ସ୍ପର୍ଶକାତର ଘଟଣା ଘଟିଛି।…
Read More...

ଶ୍ରୀଗଣେଶଙ୍କ ୩୨ଟି ମଙ୍ଗଳମୟ ସ୍ୱରୂପ

ଭିନ୍ନ ଭିନ୍ନ ଯୁଗରେ ଶ୍ରୀଗଣେଶଙ୍କର ବିଭିନ୍ନ ଅବତାର ରହିଛି। ଯାହାକି ସଂସାରକୁ ବହୁ ସଙ୍କଟରୁ ରକ୍ଷା କରିଛି। ଶାସ୍ତ୍ରରେ ବର୍ଣ୍ଣିତ ଥିବା ପ୍ରଭୁ ଗଣେଶଙ୍କର ୩୨ଟି ମଙ୍ଗଳକାରୀ ସ୍ୱରୂପ ରହିଛି। ଯାହାର ବହୁ ମହିମା…
Read More...

କୁଳଭୂଷଣଙ୍କୁ ଆଜି କୂଟନୈତିକ ସହାୟତା ଯୋଗାଇବ ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କୁ ସୋମବାର କୂଟନୈତିକ ସହାୟତା ମିଳିବ। ପାକିସ୍ତାନ ଏ ନେଇ ଗତ ରବିବାର ଘୋଷଣା କରିଥିଲା। ଫଳରେ ଆଜି ଭାରତୀୟ କୂଟନୈତିକ ଅଧିକାରୀମାନେ କୁଳଭୂଷଣଙ୍କୁ…
Read More...

ସମ୍ବଲପୁରରେ ଏନକାଉଣ୍ଟର; ଦୁର୍ଦ୍ଦାନ୍ତ ଅପରାଧୀ ମୋସିମ ଆହତ

ସମ୍ବଲପୁର: ସମ୍ବଲପୁର ସିଟି ଷ୍ଟେଶନ ନିକଟରେ ସୋମବାର ଭୋର ସମୟରେ ଏନକାଉଣ୍ଟର ଘଟିଛି। ଧନୁପାଲି ପୁଲିସ ଏବଂ ସ୍ପେଶାଲ ସ୍କ୍ବାଡ୍‌ର ମିଳିତି ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ମୋସିମ ଅଖତାର ଓରଫ ବିଟୁ(୩୨) ଆହତ…
Read More...

ଟ୍ରେନରେ ଭିକ୍ଷାବୃତ୍ତି କରୁଥିବା ୨ କିନ୍ନର ଗିରଫ: ଜିଆରପି ଥାନା ଆଗରେ ଧାରଣାରେ ବସିଲେ କିନ୍ନର

ଖୋର୍ଦ୍ଧା:ଟ୍ରେନରେ ଭିକ୍ଷା ବୃତ୍ତି କରୁଥିବା ଦୁଇ ଜଣ କିନ୍ନରଙ୍କୁ ଗିରଫ କରି ଜେଲରେ ଭର୍ତ୍ତୀ କରିଛି ଜିଆରପି ପୁଲିସ। ଖୋର୍ଦ୍ଧା ରୋଡ ଷ୍ଟେସନରେ ଭିକ୍ଷାବୃତ୍ତି କରୁଥିବା କିନ୍ନର ଅନି ଦଳେଇ ଓ ଅମ୍ରିତା ମହାନ୍ତିଙ୍କୁ…
Read More...

ମାଳଦ୍ୱୀପରେ ପାକିସ୍ତାନ ଲଜ୍ଜିତ, ଭାରତ କହିଲା ଅତ୍ୟାଚାରୀ ଦିଅନି ଉପଦେଶ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ନେଇ ମାଳଦ୍ୱୀପରେ ଦକ୍ଷିଣ ଏସିଆ ଦେଶ ସଂସଦ ଅଧ୍ୟକ୍ଷଙ୍କ ଶିଖର ସମ୍ମିଳନୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ସମ୍ମିଳନୀରେ ପାକିସ୍ତାନ…
Read More...

ଆରମ୍ଭ ହେଲା ୱାନ୍‍ ନେସନ ୱାନ୍‍ ରାସନ ବ୍ୟବସ୍ଥା

ଭୁବନେଶ୍ୱର: ରବିବାର ଠାରୁ ଭୁବନେଶ୍ୱରରେ ଲାଗୁ ହୋଇଛି ୱାନ୍ ନେସନ ୱାନ୍ ରାସନ ବ୍ୟବସ୍ଥା । ଭୁବନେଶ୍ୱର ମହାନଗର ନିଗମରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ଏହା ଆରମ୍ଭ ହୋଇଛି । ଏହି ୱାନ୍ ନେସନ ୱାନ୍ ରାସନ ବ୍ୟବସ୍ଥା ଅନୁଯାଇ…
Read More...