ପେଗାସସ୍ ମାମଲାର ତଦନ୍ତ ସପକ୍ଷରେ ନୀତୀଶ SamajaDigital(AH) Aug 3, 2021 ପାଟନା/ନୂଆଦିଲ୍ଲୀ : ପେଗାସସ୍ ଗୁଇନ୍ଦାଗିରିର ତଦନ୍ତ ପାଇଁ ବିରୋଧୀ ଦଳଙ୍କ ଦାବି ସହିତ ସ୍ବର ମିଳାଇଛନ୍ତି ଏନ୍ଡିଏ ସହଯୋଗୀ ଦଳ ଜେଡି(ୟୁ) ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। କାହାକୁ ହଇରାଣ ହରକତ… Read More...