mission shakti banner
Browsing Tag

Nepal

ଏଭରେଷ୍ଟ ଏବଂ ଏମଡିଏଚ ମସଲା ଉପରେ ନେପାଳରେ ଲାଗିଲା ପ୍ରତିବନ୍ଧକ

କାଠମାଣ୍ଡୁ: ସିଙ୍ଗାପୁର ଓ ହଂକଂ ପରେ ଏବେ ନେପାଳରେ ମଧ୍ୟ ଭାରତର ଦୁଇ ମସଲା ବ୍ରାଣ୍ଡ ଏଭରେଷ୍ଟ ଏବଂ ଏମଡିଏଚର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲାଗିଛି। ଏହି ମସଲାରେ କୀଟନାଶକ ଏଥିଲିନ ଅକ୍ସାଇଡ…
Read More...

ଭାରତୀୟ ଅଞ୍ଚଳକୁ ନିଜର ଦର୍ଶାଇ ନୋଟ୍‌ରେ ଛାପିଲା ନେପାଳ

ନୂଆଦିଲ୍ଲୀ: ଭାରତର କିଛି ଅଞ୍ଚଳକୁ ନେପାଳ ନିଜର ନୂଆ ନୋଟ୍‌ରେ ଛାପିଛି। ଏହାର ଅର୍ଥ ଭାରତର ଅଞ୍ଚଳକୁ ନେପାଳ ନିଜର ବୋଲି ନୋଟ୍‌ରେ ଦର୍ଶାଇଛି। ଗତ ଶୁକ୍ରବାର ନେପାଳ ପକ୍ଷରୁ ନୂଆ ମାନଚିତ୍ର ସହିତ ୧୦୦ ଟଙ୍କିଆ ନୋଟ୍‌…
Read More...

ନେପାଳ କ୍ରିକେଟ ଦଳକୁ ମିଳିଲା ୫ କୋଟି ଟଙ୍କା

କାଠମାଣ୍ଡୁ: ନେପାଳ କ୍ରିକେଟ ଦଳକୁ ୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ସେଠାକାର ସରକାର। ଟି୨୦ ବିଶ୍ବକପ୍‌ ନିମନ୍ତେ ପ୍ରସ୍ତୁତି ପାଇଁ ନେପାଳକୁ ଏହି ଅର୍ଥ ପ୍ରଦାନ କରାଯାଇଛି। ନେପାଳ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…
Read More...

ନେପାଳରେ ଯାତ୍ରୀବାହୀ ବିମାନ ନିଖୋଜ; ୪ ଭାରତୀୟଙ୍କ ସମେତ ଥିଲେ ମୋଟ୍‌ ୨୨ ଯାତ୍ରୀ

କାଠମାଣ୍ଡୁ: ନେପାଳର ପୋଖରାରୁ ଜୋମସୋମ ଅଭିମୁଖେ ଯାଉଥିବା ତାରା ଏୟାରଲାଇନ୍ସର ବିମାନ ୯ NAET ନିଖୋଜ ହୋଇଯାଇଛି। ଏହି ବିମାନ ୯ଟା ୫୫ ସମୟରେ ଉଡ଼ାନ ଭରିଥିଲା। ନିଖୋଜ ବିମାନରେ ୪ ଜଣ ଭାରତୀୟ, ତିନି ଜଣ ଜର୍ମାନ ଏବଂ…
Read More...

ଯୋଗ ଭାରତ ନୁହେଁ, ନେପାଳରେ ସୃଷ୍ଟି ; ଓଲିଙ୍କର ଆଉ ଏକ ହାସ୍ୟାସ୍ପଦ ଦାବି

କାଠମାଣ୍ଡୁ: ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଦାବିକରି ବହୁ ସମାଲୋଚନା ଶିକାର ହୋଇଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଅନୁରୂପ ଆଉ ଏକ ହାସ୍ୟାସ୍ପଦ ଦାବି କରିଛନ୍ତି। ସୋମବାର…
Read More...

ନେପାଳରେ ତିଆରି ହେବ ଭବ୍ୟ ରାମମନ୍ଦିର ; ସରକାର ଯୋଗାଇଲେ ପାଣ୍ଠି

କାଠମାଣ୍ଡୁ: ନେପାଳର ଅଯୋଧ୍ୟାପୁରୀରେ ନିର୍ମାଣ ହେବ ଭଗବାନ ଶ୍ରୀରାମଙ୍କର ଏକ ଭବ୍ୟ ମନ୍ଦିର। ଏଥିପାଇଁ ନେପାଳ ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି। ତାହାସହିତ ଭଗବାନ ପଶୁପତିନାଥଙ୍କ ମନ୍ଦିରର ମରାମତି ଓ ଆଧୁନିକୀକରଣ…
Read More...

ଓଲି ନେପାଳ ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ

କାଠମାଣ୍ଡୁ: ନେପାଳ ସଂସଦରେ ଆସ୍ଥାଭୋଟରେ ପରାଜିତ ହୋଇଥିଲେ ମଧ୍ୟ କେ ପି ଶର୍ମା ଓଲିଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବରେ ପୁନଃ ଅବସ୍ଥାପିତ କରାଯାଇଛି। ସିପିଏନ-ୟୁଏମଏଲ ଅଧ୍ୟକ୍ଷ ୬୯ ବର୍ଷ ବୟସ୍କ ଓଲିଙ୍କୁ…
Read More...

ମେ ୧୦ରେ ଆସ୍ଥାଭୋଟ ଲୋଡିବେ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି

କାଠମାଣ୍ଡୁ: କ୍ଷମତାରେ ରହିବାକୁ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଚଳିତ ମାସ ୧୦ ତାରିଖରେ ଦେଶର ସଂସଦରେ ଆସ୍ଥାଭୋଟ ଲୋଡିବେ। ୨୭୫ ସଦସ୍ୟ ବିଶିଷ୍ଟ ନେପାଳ ସଂସଦର ନିମ୍ନ ସଦନରେ ଓଲି ୧୩୬ ଭୋଟ ଆବଶ୍ୟକ…
Read More...

ଦଳରୁ ତଡ଼ା ଖାଇଲେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଶେଷରେ ଦଳରୁ ତଡ଼ା ଖାଇଛନ୍ତି ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି। ଶାସକ କମ୍ୟୁନିଷ୍ଟ ପାର୍ଟିରୁ ଓଲିଙ୍କୁ ବହିଷ୍କାର କରାଯିବା ସହିତ ଦଳରେ ତାଙ୍କ ସଦସ୍ୟତା ରଦ୍ଦ କରିଦିଆଯାଇଛି। ଓଲି…
Read More...

ଅଯୋଧ୍ୟା ଭଳି ନେପାଳରେ ତିଆରି ହେବ ରାମ ମନ୍ଦିର, ନିର୍ଦେଶ ଦେଲେ ଓଲି

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ନିଜ ଦେଶରେ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ କରିବେ। ପୂର୍ବରୁ ସେ ରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଦାବି କରିଥିବାବେଳେ ଏବେ ସେଠାରେ ମନ୍ଦିର ନିର୍ମାଣ…
Read More...