Browsing Tag

national news

ତେଲଙ୍ଗାନାରେ ‘ଅସନା’ ତାଣ୍ଡବ: ରେଳଲାଇନ ଜଳମଗ୍ନ, ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ହାଇଦରାବାଦ: ପୂର୍ବ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅସନା’ ତେଲଙ୍ଗାନାରେ ବଡ଼ ଧରଣର ପ୍ରଭାବ ପକାଇଛି। ରବିବାର ସକାଳୁ ତେଲଙ୍ଗାନାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି। ରେଳ ଧାରଣାରେ ପାଣି ଭରି…
Read More...

ଜେଡିୟୁ ମୁଖପାତ୍ର ପଦରୁ କେସି ତ୍ୟାଗିଙ୍କ ଇସ୍ତଫା

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦଳ ଜେଡିୟୁ(ଜନତା ଦଳ ୟୁନାଇଟେଡ୍‌)ର ରାଷ୍ଟ୍ରୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି ଦଳର ସାଧାରଣ ସମ୍ପାଦକ କେସି ତ୍ୟାଗି। ଏହାପରେ ରାଜୀବ ରଞ୍ଜନ ପ୍ରସାଦଙ୍କୁ…
Read More...

ଏଣିକି ଏସିଡ୍‌ ଆକ୍ରମଣର ଶିକାର ପୁରୁଷଙ୍କୁ ବି ମିଳିବ ଭତ୍ତା, ଘୋଷଣା କଲା ଏହି ରାଜ୍ୟ

ସମାଜ ଡିଜିଟାଲ ଡେସ୍କ: ଏସିଡ୍‌ ଆକ୍ରମଣରେ ପୀଡ଼ିତ ପୁରୁଷମାନଙ୍କୁ ମାସକୁ ୮ ହଜାର ଟଙ୍କା ଭତ୍ତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ସରକାର। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ସଙ୍ଗରୁର ଜିଲାର ଧୁରୀ…
Read More...

ବାସ୍‌, ଏବେ ବହୁତ ହୋଇଗଲା.. କଲକାତା ଘଟଣା ଉପରେ ରାଷ୍ଟ୍ରପତିଙ୍କ କଡ଼ା ବୟାନ

ନୂଆଦିଲ୍ଲୀ: କଲକତାରେ ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ କ୍ରୋଧ ଓ ଅସନ୍ତୋଷର ବାତାବରଣ ରହିଛି। ଏବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଏହି ଘଟଣା…
Read More...

ବୟାନକୁ ନେଇ ବଢିଲା ସମସ୍ୟା: କଙ୍ଗନାଙ୍କୁ ମାନହାନୀ ନୋଟିସ୍‌, ୭ଦିନରେ କ୍ଷମା ନ ମାଗିଲେ..

ମୁମ୍ବାଇ: କୃଷକ ଆନ୍ଦୋଳନ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାଓ୍ବତଙ୍କ ସମସ୍ୟା ଲଗାତର ବଢିବାରେ ଲାଗିଛି। ପୂର୍ବରୁ ବିଜେପି କଙ୍ଗନାଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛି, ଏବେ…
Read More...

ଘରୋଇ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଥିଲେ ୪ ଯାତ୍ରୀ

ପୁଣେ: ମୁମ୍ବାଇରୁ ହାଇଦରାବାଦ ଯାଉଥିବା ଏକ ଘରୋଇ ହେଲିକପ୍ଟର ପୁଣେରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ମିଳିଥିବା ସୂଚନା ମୁତାବକ, ଏହି ହେଲିକପ୍ଟରରେ ସମୁଦାୟ ୪ ଜଣ ଯାତ୍ରୀ ଥିଲେ। ଘରୋଇ ହେଲିକପ୍ଟର ଦୁର୍ଘଟଣା ସମ୍ପର୍କରେ…
Read More...

ପୁଣି ଶୀର୍ଷ ମାନ୍ୟତା ପାଇଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୁଣି ଶୀର୍ଷ ମାନ୍ୟତା ପାଇଲେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ତଥା ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସ। ଆମେରିକାସ୍ଥିତ ଗ୍ଲୋବାଲ ଫାଇନାନ୍ସ ପତ୍ରିକା ପକ୍ଷରୁ ଲଗାତର ଦ୍ଵିତୀୟ ବର୍ଷ ପାଇଁ ବୈଶ୍ଵିକ…
Read More...

ଲାଟେରାଲ ଏଣ୍ଟ୍ରି ବିଜ୍ଞାପନ ବାତିଲ କରିବାକୁ ୟୁପିଏସସିକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଳୀ: ସଂଘ ଲୋକସେବା ଆୟୋଗ(ୟୁପିଏସସି) ଦ୍ଵାରା ଚାକିରିରେ ସିଧା ଭର୍ତ୍ତି ବିଜ୍ଞାପନକୁ ବାତିଲ କରିବା ପାଇଁ କେନ୍ଦ୍ର କାର୍ମିକ, ସାଧାରଣ ଅଭିଯୋଗ ଓ ପେନ୍‌ସନ୍‌ ବିଭାଗ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଚିଠି…
Read More...

ଲଜ୍ଜା: ବିଦ୍ୟାଳୟରେ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କଲେ ଏନସିସି ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: କଲକାତାରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଥିବାବେଳେ ତାମିଳନାଡୁରେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ୮ମ ଶ୍ରେଣୀର ଜଣେ…
Read More...

ଏଲବ୍ରୁସ୍‌ ଗିରିଶୃଙ୍ଗରେ ତ୍ରିରଙ୍ଗା ଉଡ଼ାଇଲେ ଓଡ଼ିଆ ପୁଅ

ଭବାନୀପାଟଣା: ୟୁରୋପ ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ ଏଲ୍‌ବ୍ରୁସ୍‌ ଆରୋହଣ କରିବାରେ କଳାହାଣ୍ଡିର ପର୍ବତାରୋହୀ ରାହୁଲ ପଧାନ ସଫଳ ହେଇଛନ୍ତି। ଗତ ଅଗଷ୍ଟ ୧୫ ତାରିଖ ସ୍ଵାଧୀନତା ଦିବସ ଦିନ ମାଉଣ୍ଟ ଏଲବ୍ରୁସ…
Read More...