Browsing Tag

kandhamal incident

ଆମ୍ବ ଟାକୁଆ ଜାଉ ଖାଇବା ଘଟଣା: ସୁସ୍ଥ ହୋଇ ଫେରିଲେ ୩ ମହିଳା

ଫୁଲବାଣୀ : ମାଣ୍ଡିପଙ୍କା ଆମ୍ବ ଟାକୁଆ ଜାଉ ଖାଇବା ଘଟଣା । ୭ଦିନ ପରେ ସୁସ୍ଥ ହୋଇ ମେଡ଼ିକାଲରୁ ଫେରିଲେ ୩ ମହିଳା। କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ର ମାଣ୍ଡିପଙ୍କାରେ ଆମ୍ବଟାକୁଆ ଜାଉ ଖାଇବା…
Read More...

ଆମ୍ବ ଟାକୁଆ ଜାଉ ଖାଇ ୨ମୃତ, ୬ ଅସୁସ୍ଥ : ତଦନ୍ତ କରୁଛି ସ୍ଵାସ୍ଥ୍ୟ ବିଭାଗ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆର ଶୁଖିଲା ଶସ(କୋଇଲି)ରୁ ପ୍ରସ୍ତୁତ ଜାଉ ଖାଇ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୬ ଜଣ ଅସୁସ୍ଥ ଡାକ୍ତରଖାନାରେ…
Read More...