Browsing Tag

IND-AUS

ନଟରାଜନଙ୍କ ବିରୋଧରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗ ଆଣିଲେ ଶେନ୍‌ ୱାର୍ନ

ବ୍ରିସବେନ୍‌: ଅଷ୍ଟ୍ରେଲିଆର ପୂର୍ବତନ ଲେଗ୍‌ ସ୍ପିନର ଶେନ୍‌ ୱାର୍ନ ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଟି. ନଟରାଜନଙ୍କ ବିରୋଧରେ ସ୍ପଟ୍‌ ଫିକ୍ସିଂ ଅଭିଯୋଗ ଆଣିଛନ୍ତି। ଏକ ଅଷ୍ଟ୍ରେଲୀୟ ଚ୍ୟାନେଲରେ କମେଣ୍ଟ୍ରି କରିବା…
Read More...

୪ର୍ଥ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯୮/୨, ବିଜୟ ଲକ୍ଷ୍ୟ ୪୦୭ ରନ

ସିଡନୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ୩ୟ ଟେଷ୍ଟର ୪ର୍ଥ ଦିନ ଖେଳ ରବିବାର ଶେଷ ହୋଇଛି। ୪୦୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଟିମ ଇଣ୍ଡିଆ ୨ୟ ଇନିଂସରେ ୨ ଉଇକେଟ ହରାଇ ୯୮…
Read More...

୩ୟ ଟେଷ୍ଟ: ଭଲ ସ୍ଥିତିରେ ଅଷ୍ଟ୍ରେଲିଆ

ସିଡ୍‌ନୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ୩ୟ ଟେଷ୍ଟ ମ୍ୟାଚ ଗୁରୁବାରଠାରୁ ଆରମ୍ଭ ହୋଇଛି। ଘରୋଇ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ଜାରି ରଖିଛି। ୪୧ ଓଭର ଖେଳ ଶେଷ ସୁଦ୍ଧା ଦଳ ୨ ୱିକେଟ…
Read More...

କୋହଲି ବି ଭାଙ୍ଗିଥିଲେ କରୋନା ପ୍ରୋଟୋକଲ !

ନୂଆଦିଲ୍ଲୀ: ଦିନିକିଆ, ଟି-୨୦ ଏବଂ ଟେଷ୍ଟ ସିରିଜ ଲାଗି ଭାରତୀୟ ଟିମ୍‌ ଏବେ ଅଷ୍ଟ୍ରେଲିଆ ଗସ୍ତରେ ରହିଛି। ତେବେ ଏହି ସମୟରେ ଟିମ ଇଣ୍ଡିଆ ଏକାଧିକ ବିବାଦ ଘେରକୁ ଆସିଛି। ମେଲବୋର୍ଣ୍ଣର ଏକ ରେଷ୍ଟୁରାଣ୍ଟରେ ଟିମ ଇଣ୍ଡିଆ…
Read More...

ପୁଣି ସମ୍ମାନ ରଖିଲେ ଜାଡେଜା, ଭାରତ ଇନିଂସ ୧୬୧ରେ ସୀମିତ

କାନବେରା: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ଭାରତର ଦୁର୍ବଳ ବ୍ୟାଟିଂ ପଦାରେ ପଢ଼ିଛି। ମ୍ୟାଚ୍‌ ଜିତିବା ଲାଗି ଘରୋଇ ଦଳକୁ ଏକ ବଡ଼ ଟାର୍ଗେଟ ଦେବାରେ ଦଳ ବିଫଳ ହୋଇଛି। କିନ୍ତୁ ରବୀନ୍ଦ୍ର ଜାଡ଼େଜା ଏବଂ କେ.ଏଲ.…
Read More...

ଅଷ୍ଟ୍ରେଲିଆକୁ ୩୦୩ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

କାନ୍‌ବେରା: ଅଷ୍ଟ୍ରେଲିଆରେ ଚାଲିଥିବା ୩ୟ ଦିନିକିଆରେ ଟିମ୍‌ ଇଣ୍ଡିଆର ଘରୋଇ ଦଳକୁ ୩୦୩ ରନ୍‌ର ଟାର୍ଗେଟ୍‌ ଦେଇଛି। ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବାବେଳେ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ୍‌ ବିନିମୟରେ…
Read More...