ହୁତୁହୁତୁ ଜଳିଲା ହସ୍ପିଟାଲ Samaja Digital (PM) May 27, 2024 ବରୌତ: ଦିଲ୍ଲୀ-ସହାରନପୁର ରାଜପଥସ୍ଥିତ ଆସ୍ଥା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ହସ୍ପିଟାଲର ଉପର ମହଲାରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ସୋମବାର ଭୋର ସମୟରେ ଲାଗିଥିବା ନିଆଁ ଭୀଷଣ ରୂପ ଧାରଣ କରିଥିଲା।… Read More...