Browsing Tag

fani

ଫୋନି କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଆଲୋଚନା କରିଛନ୍ତି। ରାଜ୍ୟକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ପ୍ରଧାନମନ୍ତ୍ରୀ…
Read More...

ପିପିଲିରେ ତାଣ୍ଡବ ରଚାଇଲା ଫଣି,୧ମୃତ, ୩୦ରୁ ଉର୍ଦ୍ଧ ଆହତ

ପିପିଲିରେ ତାଣ୍ଡବ ରଚାଇଲା ଫଣି,୧ମୃତ, ୩୦ରୁ ଉର୍ଦ୍ଧ ଆହତ ଆକାଶରେ ଉଡିଲା ଆଜବେଷ୍ଟସ, ବହୁ ଘର, ଗଛ ଧରାଶାୟୀ ପିପିଲି,୩ା୫(ନି.ପ୍ର):ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ଫଣିି’…
Read More...

ଫନିର ଲ୍ୟାଣ୍ଡଫଲ ସମୟରେ ପୁରୀ ବଡ ଦାଣ୍ଡର ଦୃଶ୍ୟ

ପୁରୀ .- ଅତି ଭୀଷଣ ସାମୁଦ୍ରିକ ଝଡ ଫନି ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗ ଅତିକ୍ରମ କରିଛି । ପୁରୀରେ ଏହା ଲ୍ୟାଣ୍ଡଫଲ୍‌ କରିବା ସମୟରେ ପ୍ରବଳ ବର୍ଷା ସହ ୧୭୫ କିଲୋମିଟର ବେଗରେ ପବନ ବହିଥିଲା । ଅନେକ ସାମାଜିକ ଗଣମାଧ୍ୟମରେ…
Read More...

ଭୁବନେଶ୍ବରରେ ତାଣ୍ଡବ ରଚିଲା ‘ଫନି’

ଭୁବନେଶ୍ବର : ଅତି ଭୀଷଣ ସାମୁଦ୍ରିକ ଝଡ ଫନି ସ୍ଥଳଭାଗକୁ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିବା ମାତ୍ରେ ତାଣ୍ଡବ ରଚିଛି। ପୁରୀରେ ଏହାର ଭିଷଣ ପ୍ରଭାବ ପଡ଼ିବା ସହ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ଫନି ତାଣ୍ଡବ ରଚିଛି। ବଡ଼…
Read More...

ଫଣିର ଫଣାରେ ପୁରୀ, ୧୭୫ କିଲୋମିଟର ବେଗରେ ବହିଲା ପବନ

ଭୁବନେଶ୍ୱର .- ଅତି ଭୀଷଣ ସାମୁଦ୍ରିକ ଝଡ (ଫନି) ଫଣିର ଫଣା ମଧ୍ୟରେ ରହିଛି ପୁରୀ ସହର । ଫଣି ପ୍ରଭାବେରେ ପ୍ରବଳ ବେଗରେ ପବନ ବହୁଛି । ବାତ୍ୟାର ଆଖି ଉପକୂଳର ନିକଟବର୍ତ୍ତୀ ହେବା ସହ ପବନ ବେଗ ବଢି ଚାଲିଛି। ପୁରୀରେ…
Read More...

‘ଫନି’ର ପ୍ରଭାବରେ ୪ଜଣଙ୍କ ମୃତ୍ୟୁ ସୂଚନା

ଭୁବନେଶ୍ୱର : ସାମୁଦ୍ରିକ ‘ଫନି’ର କରାଳ ରୂପ ଆଗରେ ହାର ମାନିଛି ମାନବଜୀବନ। ମିଳିଥିବା ସୂଚନା ଅନୁସାରେ ଫନିର ପ୍ରଭାବରେ ଶୁକ୍ରବାର ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପୁରୀ ସହରର ଦୁଇଜଣଙ୍କ ମୃତ୍ୟୁ ହୋଇଥିବାବେଳେ…
Read More...

ଚନ୍ଦ୍ରଭାଗାରେ ‘ଫନି’ ପ୍ରଭାବ

ଭୁବନେଶ୍ବର : ସକାଳ ୮ଟା ସମୟରୁ ସାମୁଦ୍ରିକ ଝଡ଼ ଫନି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିବା ମାତ୍ରେ 'ଫନି' ତାଣ୍ଡବ ରଚିଛି। ଏହାର ସବୁଠାରୁ ଅଧିକ ପ୍ରଭାବ…
Read More...

ଲ୍ୟାଣ୍ଡଫଲ କରୁଛି ଫନି, ପୁରୀରେ ପ୍ରଳୟ

ପୁରୀ.-  ପୁରୀରେ ଅତି ଭୀଷଣ ସାମୁଦ୍ରିକ ଝଡ ଫନି ସ୍ଥଳଭାଗକୁ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିଯୋଗୁଁ ପ୍ରବଳ ଜୋରରେ ପବନ ବହିବା ସହ ବର୍ଷା ହେଉଛି । ସମୁଦ୍ର ଅଶାନ୍ତ ରହିଛି । ସହର ମଧ୍ୟରେ ଅନେକ ସ୍ଥାନରେ ଗଛ ଓ…
Read More...

ସତ୍ୟବାଦୀ ଅଞ୍ଚଳରେ ‘ଫନି’ ପ୍ରଭାବ

ସୁଆଣ୍ଡୋ : ପୁରୀ ଜିଲା ସତ୍ୟବାଦୀ ଅଞ୍ଚଳରେ 'ଫନି'ର ତାଣ୍ଡବ ଆରମ୍ଭ ହୋଇଛି। 'ଫନି' ପ୍ରଭାବରେ ବଡ଼ ବଡ଼ ଗଛ ଉପୁଡି ପଡୁଛି। ନଡ଼ିଆ, ଆମ୍ବ, ପଣସ, ଚାକୁଣ୍ଡା ଆଦି ଗଛ ଭାଙ୍ଗି ପଡୁଛି । ପବନ ଏତେ ତୀବ୍ର ହେଉଛି ଯେ ଘୁ ଘୁ…
Read More...