www.samajalive.in
Tuesday, December 9, 2025
16.1 C
Bhubaneswar

ଚନ୍ଦ୍ରଭାଗାରେ ‘ଫନି’ ପ୍ରଭାବ

ଭୁବନେଶ୍ବର : ସକାଳ ୮ଟା ସମୟରୁ ସାମୁଦ୍ରିକ ଝଡ଼ ଫନି ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିବା ମାତ୍ରେ ‘ଫନି’ ତାଣ୍ଡବ ରଚିଛି। ଏହାର ସବୁଠାରୁ ଅଧିକ ପ୍ରଭାବ ଚନ୍ଦ୍ରଭାଗା ଉପରେ ପଡ଼ିଥିବା ଦେଖାଯାଇଛି। ‘ଫନି’ ପ୍ରଭାବରେ ଚନ୍ଦ୍ରଭାଗାର କିଛି ସ୍ଥାନରେ ପବନର ବେଗ ୧୮୦ରୁ୨୦୦କୁ ଛୁଇଁଛି। ପବନ ସାଙ୍ଗକୁ ପ୍ରବଳ ବର୍ଷା ଚନ୍ଦ୍ରଭାଗାରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି। ରାସ୍ତା ଉପରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିବା ସହ ବହୁ କଚା ଘର ଭାଙ୍ଗି ପଡ଼ିଥିବାବେଳେ ଅନେକ ଛପର ଘର ଉଡ଼ିଯାଇଥିବା ଦେଖାଯାଇଛି। ଅଶାନ୍ତ ରହିଛି ସମୁଦ୍ର ବେଳାଭୂମି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ସାମୁଦ୍ରିକ ଝଡ଼ ‘ଫନି’ ପାଖାପାଖି ୩ଘଣ୍ଟା ଧରି ତାଣ୍ଡବ ରଚିବ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories