ପୁରୀ.- ପୁରୀରେ ଅତି ଭୀଷଣ ସାମୁଦ୍ରିକ ଝଡ ଫନି ସ୍ଥଳଭାଗକୁ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏଥିଯୋଗୁଁ ପ୍ରବଳ ଜୋରରେ ପବନ ବହିବା ସହ ବର୍ଷା ହେଉଛି । ସମୁଦ୍ର ଅଶାନ୍ତ ରହିଛି । ସହର ମଧ୍ୟରେ ଅନେକ ସ୍ଥାନରେ ଗଛ ଓ ଖୁଣ୍ଟି ଭାଙ୍ଗିବା ସହ ବର୍ଷା ପାଣି ଜମି ରହିଛି ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!