BJD Bijuli 480×75 Mob
Browsing Tag

fani

ଫନିର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ , ପୁରୀରେ ପ୍ରଳୟ

ଭୁବନେଶ୍ୱର : ସକାଳ ୮ଟାରୁ ଭୀଷଣ ସାମୁଦ୍ରିକ ଝଡ଼ 'ଫନି'ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଛି । ପୁରୀ ସମେତ ରାଜ୍ୟର ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲାରେ ଏବେ ପ୍ରବଳ ବର୍ଷା ଓ ପବନ ଜାରି ରହିଛି । ବର୍ତ୍ତମାନ…
Read More...

ପୁରୀରେ ‘ଫନି’ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ; ରାସ୍ତାକୁ ମାଡ଼ିଆସିଲା ସମୁଦ୍ର

ପୁରୀ : ସାମୁଦ୍ରିକ ଝଡ଼ ଫନି ଧିରେଧିରେ ଉଗ୍ର ରୂପ ଧାରଣ କରିଛି। 'ଫନି' ପୁରୀରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଛି। ପ୍ରାୟ ୩ଘଣ୍ଟା ଧରି 'ଫନି'ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଚାଲିବ ବୋଲି ପୂର୍ବାନୁମାନ…
Read More...

‘ଫନି’ ପାଇଁ ଅଧିକ ଏନଡ଼ିଆରଏଫ୍ ମାଗିଲା ରାଜ୍ୟ

ଭୁବନେଶ୍ବର : ସାମୁଦ୍ରୀକ ଝଡ଼ 'ଫନି' ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଅତିରିକ୍ତ ଏନଡ଼ିଆରଏଫ୍ ଟିମ୍ ମାଗିଛନ୍ତି। ସୂଚନା ମୁତାବକ, କେନ୍ଦ୍ରକୁ ଅଧିକ ୨୦ଟି ଏନଡ଼ିଆରଏଫ୍ ଟିମ୍ ରାଜ୍ୟ ମାଗିଛି। ପୂର୍ବରୁ ୨୮ଟି…
Read More...

ପୁରୀଠାରୁ ୭୦କିଲୋମିଟର ଦୂରରେ ‘ଫନି’

ଭୁବନେଶ୍ବର : ଅତି ଭୀଷଣ ସାମୁଦ୍ରିକ ଝଡ 'ଫନି'  ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେଉଛି । 'ଫନି' ସକାଳ ବର୍ତ୍ତମାନ ସୁଦ୍ଧା ପୁରୀଠାରୁ ମାତ୍ର ୭୦କିଲୋମିଟର ଦୂରରେ ରହିଥିଲାବଳେ ଗୋପାଳପୁର ଠାରୁ ୭୫କିଲୋମିଟର ଦୂରରେ…
Read More...

ପୁରୀର ନିକଟତର ହେଉଛି  ଅତି ଭୀଷଣ ସାମୁଦ୍ରିକ ଝଡ ଫନି

ଭୁବନେଶ୍ୱର .- ଅତି ଭୀଷଣ ସାମୁଦ୍ରିକ ଝଡ ଫନି  ଓଡ଼ିଶା ଉପକୂଳର ନିକଟବର୍ତ୍ତୀ ହେଉଛି । ଏହା ସନ୍ଧ୍ୟା ୮ଟା ୩୦ ସୁଦ୍ଧା ପୁରୀଠାରୁ ମାତ୍ର ୨୪୦ କିଲୋମିଟର ଦୂରରେ ବଙ୍ଗୋପସାଗର ମଧ୍ୟରେ କେନ୍ଦ୍ରୀଭୂତ ଥିଲା । ଏହା ସମୁଦ୍ର…
Read More...

ଫନି ମୁକାବିଲା ପାଇଁ ୩୦ ଜିଲ୍ଲା ପାଇଁ ନିୟନ୍ତ୍ରଣ କକ୍ଷ ଫୋନ୍‌ ନମ୍ବର ଜାରି

ଭୁବନେଶ୍ୱର .- ଅତି ଭୀଷଣ ସାମୁଦ୍ରିକ ଝଡ ଫନି ଓଡ଼ିଶାର  ପୁରୀ ଉପକୂଳ ଆଡକୁ ଅଗ୍ରସର ହେଉଛି । ଶୁକ୍ରବାର ସକାଳେ ଏହା ସ୍ଥଳଭାଗ ଅତିକ୍ରମ କରିବ ବୋଲି ଅନୁମାନ କରାଯାଉଛି । ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ…
Read More...

ଆସନ୍ତାକାଲି ସକାଳେ କେହି ଘରୁ ନ ବାହାରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ବର : ଶୁକ୍ରବାର ସକାଳେ ଫନୀ ଉପକୂଳ ଛୁଇଁବା ସମ୍ଭାବନା ଥିବାରୁ ଗୁରୁବାର ସନ୍ଧ୍ୟା​​‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରେ ସ୍ଥିତିର ସମୀକ୍ଷା କରିଛନ୍ତି। ଲୋକଙ୍କ…
Read More...

ଫନି ପାଇଁ ପୂର୍ବତଟ ରେଳବାଇ ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି,ସିକ୍ୟୁରିଟି ହେଲ୍ପ ଲାଇନ ନମ୍ବର-୧୮୨

ଭୁବନେଶ୍ୱର .-  ଅତି ଭୀଷଣ ସାମୁଦ୍ରିକ ଝଡ ଫନି ଶୁକ୍ରବାର ସକାଳେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି । ଏଥିପାଇଁ ବିଭିନ୍ନ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ କେତକ ଟ୍ରେନକୁ ବାତିଲ…
Read More...

ଶୁକ୍ରବାର ସକାଳ ୮ଟାରୁ ୧୦ ମଧ୍ୟରେ ସ୍ଥଳଭାଗ ଛୁଇଁବ ଫନି

ଭୁବନେଶ୍ୱର .- ଶୁକ୍ରବାର ସକାଳ ୮ଟାରୁ ୧୦ଟା ମଧ୍ୟରେ ଅତି ଭୀଷଣ ସାମୁଦ୍ରିକ ଝଡ ଫନି ସ୍ଥଳଭାଗ ଅତିକ୍ରମ କରିବ ।  ସ୍ଥଳ ଭାଗ ଅତିକ୍ରମ କରିବା ସମୟରେ ଘଣ୍ଟାପ୍ରତି ପବନର ବେଗ ୧୭୦ କିଲୋମିଟର ୧୮୦ କିଲୋମିଟର ମଧ୍ୟରେ…
Read More...

ପାଣିପାଗ ବିଭାଗ ପକ୍ଷରୁ ଫନୀ ପାଇଁ ସତର୍କ ସୂଚନା

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଫନୀ ପାଇଁ ସତର୍କ ସୂଚନା ଜରି କରାଯାଇଛି। -ଶୁକ୍ରବାର ଅପରାହ୍ନରୁ ଓଡିଶାର ଦକ୍ଷିଣ ଉପକୂଳରେ ପବନର ବେଗ ଘଣ୍ଟାପ୍ରତି ୧୭୦-୧୮୦ କିମିରୁ ଆରମ୍ଭ ହୋଇ ସର୍ବାଧିକ ୨୦୦କିମିରେ…
Read More...