ପୁରୀ : ସାମୁଦ୍ରିକ ଝଡ଼ ଫନି ଧିରେଧିରେ ଉଗ୍ର ରୂପ ଧାରଣ କରିଛି। ‘ଫନି’ ପୁରୀରେ ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଆରମ୍ଭ କରିଛି। ପ୍ରାୟ ୩ଘଣ୍ଟା ଧରି ‘ଫନି’ର ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଚାଲିବ ବୋଲି ପୂର୍ବାନୁମାନ କରାଯାଇଛି। ‘ଫନି’ ପ୍ରଭାବରେ ପବନର ବେଗ ଘଣ୍ଟାକୁ ପ୍ରାୟ ୧୭୫କିଲୋମିଟରରୁ ଅଧିକ ରହିଥିଲାବଳେ ରାଜ ରାସ୍ତାକୁ ସମୁଦ୍ର ପାଣି ମାଡ଼ିଆସିଛି। ପୁରୀରେ ବଡ଼ବଡ଼ ଗଛ ଉପୁଡିପଡ଼ିବା ସହ ଦୋକନ ଛପର ଓ ହୋଡ଼ିଂ ଉଡ଼େଇ ନେଇଥିବା ଦେଖାଯାଇଛି।
Popular Categories



