ଫଣିର ଫଣାରେ ପୁରୀ, ୧୭୫ କିଲୋମିଟର ବେଗରେ ବହିଲା ପବନ
ଭୁବନେଶ୍ୱର .- ଅତି ଭୀଷଣ ସାମୁଦ୍ରିକ ଝଡ (ଫନି) ଫଣିର ଫଣା ମଧ୍ୟରେ ରହିଛି ପୁରୀ ସହର । ଫଣି ପ୍ରଭାବେରେ ପ୍ରବଳ ବେଗରେ ପବନ ବହୁଛି । ବାତ୍ୟାର ଆଖି ଉପକୂଳର ନିକଟବର୍ତ୍ତୀ ହେବା ସହ ପବନ ବେଗ ବଢି ଚାଲିଛି। ପୁରୀରେ ପବନର ବେହ ୧୭୫ କିଲୋମିଟରରେ ପହଞ୍ଚିଛି । ଅନେକ ଗଛ ଉପୁଡି ପଡିବା ସହ କିଛି ଉଠା ଦୋକନ ଓ କ୍ୟାବିନ ପବନ ପ୍ରଭାବରେ ଓଲଟି ପଡିଛି ।
#CycloneFani Live Update: #Himawari Cloud Build Up #weather #WeatherLive #Weatheralert #weathernews #CycloneFaniUpdates #CycloneAlert #Cyclone #OdishaPrepared4Fani #OdishaIsReady4CycloneFani #cloud #Puri #Odisha #WeatherUpdate #Weathertweet pic.twitter.com/xb5bd4Li0X
— SkymetWeather (@SkymetWeather) May 3, 2019
Track of #CycloneFani #CycloneFaniUpdates #Odisha #OdishaPrepared4Fani #OdishaIsReady4CycloneFani #CycloneAlert #WeatherLive #Weatheralert #weathernews #WeatherUpdate #weathertweet #Odisha #Puri #Bhubaneswar #WeatherLive #WeatherForecast pic.twitter.com/7o3c934oNt
— SkymetWeather (@SkymetWeather) May 3, 2019
Comments are closed.