Browsing Tag

Covid-19

ରାଜ୍ୟରେ ୨୪୫ ନୂଆ ସଂକ୍ରମିତ ଚିହ୍ନଟ, ଗଞ୍ଜାମରୁ ସର୍ବାଧିକ ୯୬

ଭୁବନେଶ୍ଵର: ରାଜ୍ୟରେ ସୋମବାର ଆଉ ୨୪୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୩୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୩୧ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ…
Read More...

ଦୈନିକ ସଂକ୍ରମିତ ସଂଖ୍ୟା ୨୦ ହଜାର ନିକଟତର, ୨୪ ଘଣ୍ଟାରେ ୩୮୦ ରୋଗୀ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ନିକଟତର ହୋଇଛି। ଗତ ଦୁଇଦିନ ହେଲା ନିୟମିତ ଭାବେ ୧୯ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ୧୯ ହଜାର ୪୫୯ କରୋନା…
Read More...

କରୋନା ପ୍ରଭାବିତ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସାରା ବିଶ୍ଵ ଏବେ ମହାମାରୀ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଛି। କୋଭିଡ-୧୯ କେବଳ ଏକ ଶାରିରୀକ ରୋଗ ନୁହେଁ, ଯାହା ଲୋକଙ୍କ ଜୀବନ ପାଇଁ ବିପଦ। ଏହାର ଆମର ଧ୍ୟାନକୁ ଅସୁସ୍ଥ ଜୀବନଶୈଳୀଗୁଡ଼ିକ ପ୍ରତି…
Read More...

ଭୟଙ୍କର ହେଉଛି କରୋନା: ୭ ଦିନରେ ୧ ଲକ୍ଷରୁ ଊର୍ଦ୍ଧ୍ଵ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଦେଶରେ ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି। ପ୍ରତିଦିନ ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢ଼ି ଚାଲିଛି। ଦେଶରେ ଦୈନିକ ସଂକ୍ରମଣ ଶନିବାର ୧୮ ହଜାର ଅତିକ୍ରମ କରିଛି। ଅର୍ଥାତ ଗୋଟିଏ…
Read More...

କରୋନା ସନ୍ଦେହରେ ମା’ବାପାଙ୍କୁ ଘରେ ତାଲା ପକାଇଲା ପୁଅ, ମିଳିଲା ମୃତଦେହ

ଗାଜିଆବାଦ: ରୋଗାକ୍ରାନ୍ତ ମା’ବାପାଙ୍କୁ ପୁଅ ଚିକିତ୍ସା ନ କରି କରୋନା ହୋଇଥିବା ସନ୍ଦେହରେ ଘରେ ବନ୍ଦ କରି ତାଲା ପକାଇଦେଲା। ୨ ଦିନ ପରେ କବାଟ ଖୋଲିବାରୁ ମା’ବାପାଙ୍କ ମୃତଦେହ ମିଳିଲା। ଏଭଳି ଦୁଃଖଦ ଘଟଣା ଘଟିଛି…
Read More...

ଅମାନବୀୟ: କରୋନାରୁ ସୁସ୍ଥ ପରେ ବି ଘର ମନା, ହସ୍ପିଟାଲରୁ ନେଉନାହାନ୍ତି ପରିବାର ଲୋକେ

ହାଇଦ୍ରାବାଦ: କରୋନା କଷ୍ଟଠାରୁ ବଳିଯାଉଛି ରୋଗୀ ପ୍ରତି ଲୋକଙ୍କ କ୍ରୂର ଚିନ୍ତାଧାରା। ରୋଗୀ ସୁସ୍ଥ ହେବା ପରେ ବି ତା’ ପ୍ରତି ମଣିଷର ମନୋଭାବରେ ପରିବର୍ତ୍ତନ ଆସୁନାହିଁ। ଏପରି କି ଖୋଦ ପରିବାର ଲୋକେ ମଧ୍ୟ ରୋଗୀଙ୍କୁ…
Read More...

ଚିନ୍ତା ବଢ଼ାଉଛି ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୧୬ ହଜାର ୯୨୨ ନୂଆ ରୋଗୀ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁରେ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୧ ତାରିଖରେ ଦେଶରେ ୧୪ ହଜାର ୮୨୧ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨ ତାରିଖରେ ୧୪ ହଜାର ୯୩୧ ନୂଆ ରୋଗୀ ବାହାରିଥିଲେ।…
Read More...

କରୋନାରେ ସଂକ୍ରମିତ ଟିଏମସି ବିଧାୟକଙ୍କ ମୃତ୍ୟୁ

କଲକାତା: ମହାମାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମସି) ବିଧାୟକ ତମୋନାଶ ଘୋଷଙ୍କ ମୃତ୍ୟୁ ଘଟିଛି। କଲକାତାର ଏକ ହସ୍ପିଟାଲରେ ବୁଧବାର ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।…
Read More...

୧୫ ହଜାର ଟପିଲା ଦୈନିକ ସଂକ୍ରମିତ ସଂଖ୍ୟା, ୨୪ ଘଣ୍ଟାରେ ୪୬୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ପାର୍‌ ହୋଇଛି। ଗତ କିଛିଦିନ ଧରି ଦୈନିକ ୧୪ରୁ ୧୫ ହଜାର ମଧ୍ୟରେ ନୂଆ ରୋଗୀ ଚିହ୍ନଟ ହେଉଥିବାବେଳେ ଗତ ୨୪ ଘଣ୍ଟାରେ ୧୫ ହଜାର ୯୬୯…
Read More...

ଦେଶରେ ପ୍ରଥମ: ଆଜି ଲଞ୍ଚ କରିବ କରୋନାର ଆୟୁର୍ବେଦିକ ଔଷଧ

ହରିଦ୍ବାର: ମହାମାରୀ କରୋନା ଭୂତାଣୁର ଚିକିତ୍ସା ପାଇଁ ଦେଶରେ ପ୍ରଥମ କରି ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛି ପତଞ୍ଜଳି। ଯୋଗଗୁରୁ ବାବା ରାମଦେବଙ୍କ ଏହି ସଂସ୍ଥା ଆଜି ଅର୍ଥାତ ଜୁନ ୨୩ରେ ଏହି ଔଷଧର ଲଞ୍ଚ କରିବ। ଔଷଧର…
Read More...