Browsing Tag

Corona

ରୁଷ ପରେ ଏବେ ଚୀନ୍‌ର ଦାବି – ଡିସେମ୍ବର ସୁଦ୍ଧା ବଜାରକୁ ଆସିବ କରୋନା ଟୀକା

ନୂଆଦିଲ୍ଲୀ :  ବିଶ୍ବର ବିଭିନ୍ନ ସ୍ଥାନରେ ବୈଜ୍ଞାନିକମାନେ କରୋନା ମହାମାରୀ ରୋକିବା ପାଇଁ ଏହାର ଟୀକା ବାହାର କରିବାରେ ଲାଗିପଡିଛନ୍ତି। ରୁଷ ପରେ ଚୀନ୍ ବର୍ତ୍ତମାନ ଦାବି କରିଛି ଯେ ଡିସେମ୍ବର ଶେଷ ସୁଦ୍ଧା କରୋନା…
Read More...

କରୋନା ଟୀକାକୁ ନେଇ ଅସ୍ପଷ୍ଟତା, ତୃତୀୟ ପର୍ଯ୍ୟାୟରେ ଚାଲିଛି ପରୀକ୍ଷା – ସରକାର

ନୂଆଦିଲ୍ଲୀ: ଭାରତ ତିଆରି କରୁଥିବା କୋଭିଡ-୧୯ ଟୀକା ପାଇବାକୁ ହେଲେ ଲୋକଙ୍କୁ ଆହୁରି ଅନେକ ସମୟ ଅପେକ୍ଷା କରିବାକୁ ପଡିବ। ଟୀକା ​‌କେବେ​‌ ଆସିବ ତାହା କହିବା କଷ୍ଟକର ବୋଲି ​‌ସରକାର ସ୍ପଷ୍ଟ କରିଛନ୍ତି। ଜାତୀୟ…
Read More...

କରୋନା ଏକ ରୋଗ ନୁହେଁ, ବିଜେପିର ଷଡ଼ଯନ୍ତ୍ର: ସମାଜବାଦୀ ପାର୍ଟି ନେତା

ଅଯୋଧ୍ୟା: ସମାଜବାଦୀ ପାର୍ଟିର ଜାତୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ କରୋନା ସଂକ୍ରମଣକୁ ନେଇ ବିିଭିନ୍ନ ସମୟରେ ଚିନ୍ତାବ୍ୟକ୍ତ କରୁଛନ୍ତି । ସାମାଜିକ ଦୂରତା ରଖିବା, ମାସ୍କ ପିନ୍ଧିବା ଓ…
Read More...

ରାଜ୍ୟରେ ୧୦ ଲକ୍ଷ ପାର୍‌ ହେଲା କରୋନା ଟେଷ୍ଟ, ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : କୋଭିଡ ନମୁନା ପରୀକ୍ଷାରେ ଆଗରେ ରହିଛି ଓଡିଶା । କରୋନା ସଂକ୍ରମଣକୁ ରୋକିବା ଏବଂ ରୋଗୀଙ୍କୁ ଚିହ୍ନଟ କରି ଆଗୁଆ ପଦକ୍ଷେପ ନେବା ଲାଗି ଦିନକୁ ଦିନ ଓଡିଶାରେ ନମୂନା ପରୀକ୍ଷଣକୁ ଜୋର ଦିଆଯାଉଛି। ପାଖାପାଖି…
Read More...

ରାଜ୍ୟରୁ ଆଉ ୯ ଜୀବନ ନେଲା କରୋନା, ୩୬୨ରେ ପହଞ୍ଚିଲା ମୋଟ୍ ମୃତ୍ୟୁ ସଂଖ୍ୟା

ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଆଜି ମୃତ୍ୟୁ ବରଣ କରିଥିବା ୯ ଜଣଙ୍କୁ ମିଶାଇ ରାଜ୍ୟର ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩୬୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ବାସ୍ଥ ଓ ପରିବାର…
Read More...

ରାଜ୍ୟରୁ ଆଜି ଆଉ ୨୨୩୯ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୪୧୯

ଭୁବନେଶ୍ଵର : ରାଜ୍ୟରୁ ଆଜି ଆଉ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ଚିହ୍ନଟ ୨୨୩୯ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୮୨୩ ଜଣ ସ୍ଥାନୀୟ ଅଞ୍ଚଳରୁ…
Read More...

ଦେଶରେ ୨୭ ଲକ୍ଷ ପାର୍‌ ହେଲା ଆକ୍ରାନ୍ତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ୫୫,୦୭୯ ପଜିଟିଭ୍ ଚିହ୍ନଟ, ୮୭୬ ମୃତ

ନୂଆଦିଲ୍ଲୀ : ଦେଶରେ ୨୭ ଲକ୍ଷ ଟପିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫ ହଜାର ୦୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭ ଲକ୍ଷ…
Read More...

ମୋବାଇଲରେ ଘୁରିବୁଲୁଛି କରୋନା ରୋଗୀଙ୍କ ପରିଚୟ: ଚାପରେ ରୋଗୀ, ଜିଲାପ୍ରଶାସନର ଦ୍ୱାରସ୍ଥ ପରିବାର ଲୋକ

ବଲାଙ୍ଗିର: ବଲାଙ୍ଗିର ଜିଲାରେ କରୋନା ରୋଗୀଙ୍କ ପରିଚୟ ଭାଇରାଲ ହେବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଅସିଛି। ଆକ୍ରାନ୍ତ ରୋଗୀଙ୍କ ପରିଚୟ ଗୋପନୀୟ ରଖିବା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ରସରକାରଙ୍କୁ ସୁପ୍ରିମକୋର୍ଟ…
Read More...

ଆଜି ଅନୁଗୁଳରେ ୫୦ କରୋନା ପଜିଟିଭ୍ ଚିହ୍ନଟ, ୩ ମୃତ୍ୟୁ

ଅନୁଗୁଳ : ଆଜି ଅନୁଗୁଳ ଜିଲ୍ଲାରେ ୫୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବନରପାଳ ବ୍ଲକ ଅଞ୍ଚଳରୁ ସର୍ବାଧିକ ୧୫ ଜଣ, ଅନୁଗୁଳ ବ୍ଲକ ଅଞ୍ଚଳରୁ ୧୪ ଜଣ, ତାଳଚେର ବ୍ଲକ ଅଞ୍ଚଳରୁ ୧୦ ଜଣ, ଆଠମଲ୍ଲିକ…
Read More...

ତିନି ଦିନର ନବଜାତକୁ ଡାକ୍ତରଖାନାରେ ଛାଡି କରୋନା ସଂକ୍ରମିତ ମା’ ଫେରାର

ନୂଆଦିଲ୍ଲୀ : ମାତ୍ର ତିନି ଦିନର ନବଜାତ ଶିଶୁ କନ୍ୟାକୁ ଡାକ୍ତରଖାନାରେ ଛାଡି କରୋନା ସଂକ୍ରମିତ ମା’ ଫେରାର ହୋଇଛି। ଏହି ଘଟଣା ଉତ୍ତର ଦିଲ୍ଲୀର ହିନ୍ଦୁ ରାଓ ହସ୍ପିଟାଲରେ ଘଟିଛି। ମହିଳା ଜଣକ ଫେରାର ହେବା ପରେ…
Read More...