Browsing Tag

Corona news

୩ ଆକ୍ରାନ୍ତଙ୍କ କଲକାତା ଲିଙ୍କ: ବାସୁଦେବପୁରର ତିନି ପଞ୍ଚାୟତକୁ ସିଲ କଲା ପ୍ରଶାସନ

ଭୁବନେଶ୍ଵର/ଭଦ୍ରକ: ଭଦ୍ରକ ଜିଲାର ବାସୁଦେବପୁର ବ୍ଲକରେ ବୁଧବାର ଚିହ୍ନଟ ହୋଇଥିବା ୩ କରୋନା ଆକ୍ରାନ୍ତଙ୍କର ପଶ୍ଚିମବଙ୍ଗ ଲିଙ୍କ ମିଳିଛି। ଏମାନେ ସମସ୍ତେ ପଶ୍ଚିମବଙ୍ଗରୁ ଫେରିଥିବା ସୂଚନା ମିଳିଛି। ନିକଟରେ ଭଦ୍ରକରେ…
Read More...

ଓଡ଼ିଶାରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୮୨ରେ ପହଞ୍ଚିଲା

ଭୁବନେଶ୍ଵର: ଓଡ଼ିଶାରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୩ଜଣ ଭଦ୍ରକ ଅଂଚଳର ବୋଲି ଜଣାପଡ଼ିଛି । ହେଲେ ଏମାନେ କାହା ସଂସ୍ପର୍ଶରେ ଆସିଛନ୍ତି ସେ ବିଷୟରେ ଜଣାପଡ଼ି ନାହିଁ । ଏହାକୁ ମିଶାଇ ଭଦ୍ରକରେ କରୋନା…
Read More...

ଭାରତରେ ୧୮ ହଜାର ୬୦୧ କରୋନା ଆକ୍ରାନ୍ତ, ୫୯୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ଦେଶରେ ୧୮ ହଜାର ୬୦୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ…
Read More...

ଗୋଆ ପରେ ଏବେ ଏହି ରାଜ୍ୟ ହେଲା କରୋନା ମୁକ୍ତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଦ୍ବାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି, ଯାହା ଚିନ୍ତାର ବିଷୟ ପାଲଟିଛି। କିନ୍ତୁ ଏସବୁ ଭିତରେ କିଛି ଆଶ୍ଵସ୍ତ କଲା ଭଳି ଖବର ମଧ୍ୟ ବିଭିନ୍ନ ରାଜ୍ୟରୁ…
Read More...

ଭାରତରେ ୧୭ ହଜାର ୨୬୫ କରୋନା ଆକ୍ରାନ୍ତ, ୫୪୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୧୭ ହଜାର ୨୬୫ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୪ ହଜାର ୧୭୫ ଜଣ ଏବେ ଚିକିତ୍ସାଧୀନ ଥିବାବେଳେ ୨୫୪୬ ଜଣ  ସୁସ୍ଥ ହୋଇଛନ୍ତି। ମୋଟ ୫୪୩ ଜଣଙ୍କର ମୃତ୍ୟୁ ଘଟିଛି। ସୋମବାର…
Read More...

୭ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଭଦ୍ରକ ଓ ୨ ବାଲେଶ୍ଵର ଜିଲାର

ଭୁବନେଶ୍ଵର: ରାଜ୍ୟରେ ସୋମବାର ଆଉ ୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଞ୍ଚିଛନ୍ତି। ନୂଆ ୭ ରୋଗୀଙ୍କ ମଧ୍ୟରୁ ୫ ଜଣ ଭଦ୍ରକ ଜିଲାର ଏବଂ ଅନ୍ୟ ୨ ଜଣ ବାଲେଶ୍ଵର…
Read More...

କରୋନା: ଭାରତରେ ୧୩୩୮୭ ଆକ୍ରାନ୍ତ ଓ ୪୩୭ ମୃତ, ୫ ରାଜ୍ୟରେ ୬୦%ରୁ ଅଧିକ ରୋଗୀ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ପୂର୍ବାହ୍ନ ସୁଦ୍ଧା ୧୩ ହଜାର ୩୮୭ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୧ ହଜାର ୨୦୧ ଜଣ ଏବେ ଚିକିତ୍ସାଧୀନ ଥିବାବେଳେ ୧୮୪୮ ଜଣ ସୁସ୍ଥ ହୋଇଛନ୍ତି।…
Read More...

ଭାରତରେ ପହଞ୍ଚିଲା ୬ଲକ୍ଷ ୫୦ ହଜାର ରାପିଡ୍‌ ଟେଷ୍ଟିଂ କିଟ୍‌

ନୂଆଦିଲ୍ଲୀ: କରୋନା ଭୂତାଣୁର ପରୀକ୍ଷା ପାଇଁ ଚୀନରୁ ୬ଲକ୍ଷ ୫୦ ହଜାର ରାପିଡ୍‌ ଟେଷ୍ଟିଂ କିଟ୍‌ ଆସି ଭାରତରେ ପହଞ୍ଚିଛି। ଭାରତ ସରକାରଙ୍କ ପକ୍ଷରୁ ଚୀନର ଏକ କମ୍ପାନୀକୁ ଟେଷ୍ଟିଂ କିଟ୍‌ ପାଇଁ ଅର୍ଡର ଦିଆଯାଇଥିଲା।…
Read More...

କରୋନା: ଭାରତରେ ୪୦୦ ଟପିଲା ମୃତ୍ୟୁ ସଂଖ୍ୟା, ୧୨ ହଜାର ୩୮୦ ଆକ୍ରାନ୍ତ

ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁ ଭାରତରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇ ଗୁରୁବାର ସୁଦ୍ଧା ୧୨ ହଜାର ୩୮୦ରେ ପହଞ୍ଚିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ୪୦୦ ଅତିକ୍ରମ କରିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୮୮ ଜଣ…
Read More...

ପ୍ରଧାନମନ୍ତ୍ରୀଙ୍କ ଘୋଷଣା- ମେ ୩ ଯାଏ ବଢ଼ିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ଭୂତାଣୁର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ମେ ମାସ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ସମୟସୀମାକୁ ବୃଦ୍ଧି କରିଛନ୍ତି। ମଙ୍ଗଳବାର ପୂର୍ବାହ୍ନ ୧୦ଟାରେ କରୋନା ସମ୍ପର୍କରେ…
Read More...