ଶସ୍ତା ହେବ କ୍ୟାନସର ଔଷଧ SamajDigital (LS) Sep 10, 2024 ନୂଆଦିଲ୍ଲୀ : ସୋମବାର ଅନୁଷ୍ଠିତ ସାମଗ୍ରୀ ଓ ସେବା କର (ଜିଏସ୍ଟି) ପରିଷଦ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କର୍କଟ ଔଷଧ ଉପରେ ପୂର୍ବରୁ ଥିବା ୧୨% ଜିଏସ୍ଟିକୁ ୫%କୁ ହ୍ରାସ କରାଯାଇଛି।… Read More...