Browsing Tag

bhubaneswar

ମିଶନ ଶକ୍ତି ଖୁବଶୀଘ୍ର କୋଟିଏ ମହିଳାଙ୍କର ଏକ ବିରାଟ ଆନ୍ଦୋଳନରେ ପରିଣତ ହେବ : ନବୀନ

ଭୁବନେଶ୍ବର: ୨୦୦୧ ମାର୍ଚ୍ଚ ୮ ତାରିଖରେ ଲାଗିଥିବା ଗୋଟିଏ ଚାରା ଆଜି ଏକ ବିରାଟ ଗଛରେ ପରିଣତ ହୋଇଛି। ୮୦ ଲକ୍ଷ ମାଆମାନଙ୍କ ପାଇଁ ଆଶାର ବୃକ୍ଷ ହୋଇଯାଇଛି। ଏହି ଗଛର ପ୍ରତିଟି ପତ୍ରରେ ରହିଛି ଗୋଟିଏ ଗୋଟିଏ ସଫଳ…
Read More...

କୋଭିଡ଼୍‌-୧୯: ରାଜ୍ୟରେ ୭୦ ନୂଆ ମାମଲା

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ବାରେଣ୍ଟାଇନ କେନ୍ଦ୍ରରୁ ୪୧ଜଣ ଓ ୨୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏନେଇ ରବିବାର ସୂଚନା ଓ…
Read More...

କଳିଙ୍ଗ ଷ୍ଟାଡିୟମରେ ବିଜୁ ପଟ୍ଟନାୟକ ମିନି ମାରାଥନ୍‍ ଅନୁଷ୍ଠିତ

ଭୁବନେଶ୍ୱର: ମହାନ ଜନନାୟକ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜନ୍ମ ବାର୍ଷିକୀ ଅବସରରେ ବାର୍ଷିକ ବିଜୁ ପଟ୍ଟନାୟକ ମିନି ମାରାଥନ୍‍ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଛି।…
Read More...

ପୁଣି ବଢିଲା ବସ୍‌ ଭଡ଼ା

ଭୁବନେଶ୍ବର: ତୈଳଦର ବୃଦ୍ଧି ଯୋଗୁଁ ରାଜ୍ୟରେ ବସ୍‌ ଭଡ଼ା ପୁଣି ଥରେ ବୃଦ୍ଧି ପାଇଛି। ଅର୍ଡିନାରୀ ଓ ଏକ୍ସପ୍ରେସ ବସ୍‌ ଭଡ଼ା କିଲୋମିଟର ପିଛା ୫ ପଇସା ବଢିଛି। ଅର୍ଡିନାରୀ ବସ୍‌ ଭଡ଼ା ୮୦ ପଇସା ଥିଲା କିନ୍ତୁ ଏବେ ୮୫…
Read More...

ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଆସନ୍ତାକାଲି ସାଇକେଲ ଶୋଭାଯାତ୍ରା

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଛି। ଶୁକ୍ରବାର କଟକ ସ୍ଥିତ ବିଜୁବାବୁଙ୍କ…
Read More...

ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା; ସିବିଆଇ ରିମାଣ୍ଡରେ ବିବନ୍‍

ଭୁବନେଶ୍ୱର: ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ଗୁରୁବାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ସିବିଆଇ ରିମାଣ୍ଡରେ ନେଇଛି। ସିବିଆଇର ପାଞ୍ଚ ଜଣିଆ ଟିମ୍‍ ବିବନକୁ ଝାରପଡ଼ା ଜେଲରୁ କଡ଼ା ସୁରକ୍ଷା ଭିତରେ…
Read More...

୧୦ ଜିଲା ପାଇଁ ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ​‌, ୩ ମାସ ପାଇଁ ଦାୟିତ୍ବରେ ରହି ତଦାରଖ କରିବେ କାର୍ଯ୍ୟ

ଭୁବନେଶ୍ବର: ୧୦ ଆକାଂକ୍ଷୀ ଜିଲ୍ଲା ପାଇଁ ମଙ୍ଗଳବାର ୧୦ ବରିଷ୍ଠ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ୩ ମାସ ପାଇଁ ଜିଲ୍ଲା ଦାୟିତ୍ବରେ ରହିବେ ଏହି ୧୦ ସଚିବସ୍ତରୀୟ ବରିଷ୍ଠ ଅଧିକାରୀ। ଏହି ଅଧିକାରୀମାନେ ଶିକ୍ଷା,…
Read More...

ମହିଳା କମିଶନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବୁଲେଟ୍‍ ରାଣୀ

ଭୁବନେଶ୍ୱର: ବୁଲେଟରେ ଲୁଟେରାଙ୍କ ପିଛା କରି ସେମାନଙ୍କ ସହ ଲଢି ନିଜ ଫୋନ୍‍ ଛଡ଼ାଇ ଆଣିଥିବା ବୁଲେଟ୍‍ ରାଣୀ ରିନୁ ଡାକୁଆଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ତାଙ୍କ ସାହସିକତା ପାଇଁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା…
Read More...

ଆସନ୍ତାକାଲିଠାରୁ ଓଡ଼ିଶା ମହିଳା ଫୁଟବଲ ଲିଗ୍‍

ଭୁବନେଶ୍ୱର: ଓଡ଼ିଶା ମହିଳା ଫୁଟବଲ ଲିଗ୍‍ ୨୦୨୦-୨୦୨୧ ରବିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‍ ଓ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଆଜି ଆୟୋଜିତ ଏକ…
Read More...

ଭୁବନେଶ୍ବର ବିମାନବନ୍ଦରରେ ଆଜିଠାରୁ ପୁଣି ଥର୍ମାଲ ସ୍କ୍ରିନିଂ

ଭୁବନେଶ୍ବର: ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଗୁରୁବାରଠାରୁ ପୁଣି ଆରମ୍ଭ ହୋଇଛି ଥର୍ମାଲ ସ୍କ୍ରିନିଂ। ବିଦେଶୀ କରୋନା ଷ୍ଟ୍ରେନର ଭୟ ବଢୁଥିବାରୁ ଓଡିଶାରେ ଏପରି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।…
Read More...