www.samajalive.in
Friday, December 5, 2025
26.1 C
Bhubaneswar

ଆଉ ମାତ୍ର ୪ ଦିନ; ସୂର୍ଯ୍ୟ-ବୁଧ ଏକାଠି ପରେ ହେବ ମହା ଶକ୍ତିଶାଳୀ ଯୋଗ, ଏହି ରାଶି ହଠାତ୍‌ ହେବେ ଧନୀ, ଚାକିରି ଚିନ୍ତା ଦୂର ହେବ, ମିଳିବ ଜବରଦସ୍ତ ଲାଭ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଓ ବୁଧଙ୍କୁ ମିତ୍ର ଗ୍ରହ ବୋଲି କୁହାଯାଏ । ସୂର୍ଯ୍ୟଙ୍କୁ ସମସ୍ତ ଗ୍ରହଙ୍କ ରାଜା ବୋଲି କୁହାଯାଏ । ବୁଧଙ୍କୁ ରାଜକୁମାର କୁହାଯାଏ । ୨ଟି ଗ୍ରହ ଏକାଠି ହେବା ଦ୍ୱାରା ବିଶେଷ ସଂଯୋଗ ସହ ଅତ୍ୟନ୍ତ ଶୁଭ ସଂଯୋଗ ସୃଷ୍ଟି ହୋଇଥାଏ ।

ବୁଧ ବୁଦ୍ଧି, ତର୍କ, ବାଣୀ, ବ୍ୟବସାୟ, ହାସ୍ୟ ଓ ପ୍ରେମର କାରକ । ସୂର୍ଯ୍ୟ ଆତ୍ମା, ନେତୃତ୍ୱ, ସ୍ୱାସ୍ଥ୍ୟ, ସରକାରୀ ପ୍ରଭାବର ପ୍ରତିନିଧିତ୍ୱ କରି ଥାନ୍ତି । ୩୦ ମେ’ ୨୦୨୫ରେ ସୂର୍ଯ୍ୟ ଓ ବୁଧ ଗୋଟିଏ ରାଶିରେ ରହିବେ । ଫଳରେ ଶକ୍ତିଶାଳୀ ଦୃଷ୍ଟି ଯୋଗ ସୃଷ୍ଟି ହେବ । ଏହି ଯୋଗ ଫଳରେ ୫ ରାଶି ବ୍ୟକ୍ତି ବିଶେଷ ଭାଗ୍ୟବାନ୍‌ ହେବେ ।

- Advertisement -

ମେଷ- ଏହି ରାଶିଙ୍କୁ ବିଶେଷ ଲାଭ ମିଳିବ । ଚାକିରିରେ ପଦନ୍ନୋତି ସହ ଯାତ୍ରାର ମଧ୍ୟ ଯୋଗ ରହିଛି । ବ୍ୟବସାୟୀ ଆର୍ଥିକ ରୂପରେ ଲାଭବାନ୍‌ ହେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଟଙ୍କା ନିବେଶ କରି ହଠାତ୍‌ ଧନୀ ହେବେ । ମାନସିକ ଦୁଃଶ୍ଚିନ୍ତା ଦୂର ହେବ ।

ବହୁତ ଶସ୍ତାରେ କିଣି ପାରିବେ ଓପୋର ଏହି ଜବରଦସ୍ତ ଫିଚର୍‌ ଥିବା ୫ଜି ସ୍ମାର୍ଟଫୋନ୍‌

ମିଥୁନ- ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ । ଚାକିରିରେ ପଦନ୍ନୋତିର ଯୋଗ ରହିଛି । ମାନ-ସମ୍ମାନ ବୃଦ୍ଧି ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ପରୀକ୍ଷାରେ ସଫଳତା ମିଳିବ ।

ସିଂହ- ଆତ୍ମବିଶ୍ୱାସ ଓ ସାହସ ବୃଦ୍ଧି ହେବ । ସାମାଜିକ କାର୍ଯ୍ୟରେ ସଫଳତା ମିଳିବ । ବ୍ୟବସାୟରେ ବଡ ଧରଣର ଲାଭ ମିଳିବ । ପ୍ରେମ ସମ୍ପର୍କ ମଜଭୁତ ହେବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଚାକିରି ଶୁଭ ଖବର ମିଳିବ । ଯାତ୍ରା ସଫଳ ହେବ ।

କନ୍ୟା- ଆର୍ଥିକ ସ୍ଥିତି ମଜଭୁତ ହେବ । ସମ୍ପତ୍ତିରେ ବୃଦ୍ଧି ହେବ । ଚାକିରି କ୍ଷେତ୍ରରେ ବିଦେଶ ଯାତ୍ରାର ଯୋଗ ରହିଛି । ବୈବାହିକ ଜୀବନ ସୁଖମୟ ହେବ ।

ଧନୁ- ବ୍ୟବସାୟରେ ଜବରଦସ୍ତ ଲାଭ ମିଳିବ । ପରିବାରରେ ହସଖୁସିର ବାତାବରଣ ରହିବ । ହଠାତ୍‌ ଧନ ଲାଭ ହେବ । ଯାତ୍ରାର ଯୋଗ ରହିଛି । ଯାତ୍ରା ପରେ ଧନ ପ୍ରାପ୍ତି ହେବ ।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories