ବାଲେଶ୍ବର : ବାଲେଶ୍ବର ଜିଲା ସୋରର ଜଣେ ଶିଳ୍ପପତି ମହିଳାଙ୍କୁ ପ୍ରତାରଣା କରିବା ଅଭିଯୋଗରେ ସୋମବାର ଗିରଫ ହୋଇ କୋର୍ଟଚାଲାଣ ହୋଇଥିବା ଜଣାପଡ଼ିଛି। ଗିରଫ ଶିଳ୍ପପତିଙ୍କ ନାମ ସୁରେଶ ଗାୟନ। ସେ ଜଣେ ମହିଳାଙ୍କର ୨୦ଲକ୍ଷ ଟଙ୍କା ହଡ଼ପ କରିବା ସହ ଶାରୀରିକ ସମ୍ପର୍କ ରଖି ଗର୍ଭପାତ ପ୍ରଭୃତି କରିଥିବା ମହିଳା ଜଣଙ୍କ ଥାନାରେ ଏତଲା ଦେଇଥିଲେ। ମହିଳାଙ୍କ ଅଭିଯୋଗ ଆଧାରରେ ଥାନାରେ ଏପ୍ରିଲ ୧୩ରେ ଏକ ମାମଲା ରୁଜୁ ହୋଇଥିଲା।
Popular Categories



