www.samajalive.in
Saturday, December 6, 2025
26.1 C
Bhubaneswar

ସୁପରଷ୍ଟାର ସିଙ୍ଗର-୩: ଦୁଇ ପ୍ରତିଯୋଗୀ ପିନ୍ଧିଲେ ବିଜେତା ମୁକୁଟ

ମୁମ୍ବଇ: ସୁପରଷ୍ଟାର ସିଙ୍ଗର-୩କୁ ମିଳିସାରିଛି ଏହାର ବିଜେତା। ଚଳିତ ଥର ଟ୍ରଫି ହାତେଇଛନ୍ତି ଦୁଇ ଜଣ ପ୍ରତିଯୋଗୀ। ରବିବାର ସୋନି ଟିଭିରେ ପ୍ରସାରିତ ଶୋ’ର ଗ୍ରାଣ୍ଡ ଫାଇନାଲରେ କେରଳର ଅବିର୍ଭବ ଏସ୍‌ ଓ ଝାଡ଼ଖଣ୍ଡର ଅଥର୍ବ ବକ୍ସିଙ୍କୁ ସୁପରଷ୍ଟାର ସିଙ୍ଗର-୩ର ବିଜେତା ଘୋଷଣା କରାଯାଇଛି। ଉଭୟଙ୍କୁ ଟ୍ରଫି ସହ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ମିଳିଛି। ଅବିର୍ଭବ ଓ ଅଥର୍ବଙ୍କୁ ୧୦-୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। ୭ ବର୍ଷୀୟ ଅବିର୍ଭବ ଜନତାଙ୍କ ଭୋଟିଂ ଭିତ୍ତିରେ ବିଜୟୀ ହୋଇଥିବାବେଳେ ୧୨ ବର୍ଷୀୟ ଅଥର୍ବ ବିଚାରକ ମଣ୍ଡଳୀଙ୍କ ନିଷ୍ପତ୍ତି ଅନୁଯାୟୀ ବିଜୟୀ ହୋଇଛନ୍ତି।

 

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories