www.samajalive.in
Sunday, December 7, 2025
16.1 C
Bhubaneswar

ଜେଟ୍‍, ରେସିଂ କାରକୁ ପଛରେ ପକାଇ ବାଜିମାରିଲା ସୁପରବାଇକ୍‍

ନୂଆଦିଲ୍ଲୀ : ସାଧାରଣତଃ କାର-କାର ମଧ୍ୟରେ କିମ୍ବା ବାଇକ-ବାଇକ ମଧ୍ୟରେ ରେସିଂ କରାଯାଏ। କିନ୍ତୁ ତୁର୍କିଠାରେ ଏଭଳି ଏକ ପ୍ରତିଯୋଗିତା ହୋଇଥିଲା ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ପ୍ରତିଯୋଗିତା ଏକ ରେସିଂ କାର, ଏକ ବାଇକ୍‍ ଏବଂ ଏକ ଫାଇଟର ଜେଟ୍‍ ମଧ୍ୟରେ ହୋଇଥିଲା। ତୁର୍କିର ଏକ ଏୟାରପୋର୍ଟ ରନୱେ ଠାରେ ଏହି ପ୍ରତିଯୋଗିତା କରାଯାଇଥିଲା। ଏକ ଫର୍ମୁଲା-୧ କାର, ୧୫୦୦ ସ୍ପିଡ ସୁପରବାଇକ କାୱାସାକି ‘ନିଞ୍ଜା’ ଏବଂ ଏକ ଫାଇଟର ଜେଟ୍‍ ଏହି ପ୍ରତିଯୋଗିତାରେ ହୋଇଥିଲା। ୪୦୦ ମିଟର ଦୂର ଅତିକ୍ରମ କରିବା ପାଇଁ ଏହି ପ୍ରତିଯୋଗିତା କରାଯାଇଥିଲା। ସୁପରବାଇକ ଏହି ପ୍ରତିଯୋଗିତାରେ ବିଜୟ ଲାଭ କରିଛି। ୯.୫୪ ସେକେଣ୍ଡରେ ଏହି ସୁପରବାଇକ ସମସ୍ତଙ୍କୁ ପଛରେ ପକାଇଛି। ପ୍ରତିଯୋଗିତାରେ ଭାଗ ନେଇଥିବା କାୱାସାକି ନିଞ୍ଜାର ମୂଲ୍ୟ ୩୯ ଲକ୍ଷ ଟଙ୍କା ରହିଛି। ଏହି ବାଇକ୍‍ ର ଘଣ୍ଟା ପ୍ରତିବେଗ ୪୦୦ କି.ମି ରହିଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories