www.samajalive.in
Sunday, December 14, 2025
26.1 C
Bhubaneswar

ଶୁକ୍ର ଗୋଚର – ୫ଟି ରାଶିର ଅଧିକ ଶୁଭଫଳ

ମାର୍ଚ୍ଚ ମାସ ୧୨ ତାରିଖରେ ମେଷ ରାଶିରେ ଶୁକ୍ର ଗୋଚର ବା ଶୁକ୍ର ରାଶି ପରିବର୍ତ୍ତନ କରିବା ପାଇଁ ଯାଉଛନ୍ତି । ଶୁକ୍ର ସୁଖ ଏବଂ ସମୃଦ୍ଧିଙ୍କ ଗ୍ରହ ବୋଲି କୁହାଯାଏ । ସମ୍ପନ୍ନତା ପାଇଁ ବେଶ୍‌ ଭଲ ପ୍ରଭାବ ପକାଇ ଥାଆନ୍ତି ।

ମେଷ ରାଶିରେ ପ୍ରଭାବ – ଶୁକ୍ରଙ୍କ ଗୋଚର ଯୋଗୁଁ ମେଷ ରାଶିର ବ୍ୟକ୍ତି ଲାଭାନିତ୍ୱ ହେବ । ବେଶ୍‌ ଶୁଭଫଳ ପ୍ରାପ୍ତି ହେବ । ଆର୍ଥିକ ଲାଭ ହେବ । ବ୍ୟବସାୟରେ ବୃଦ୍ଧି । ସମ୍ପର୍କ ଭଲ ରହିବ ।

- Advertisement -

ମିଥୁନ – ମିଥୁନ ରାଶିର ପ୍ରଭାବ ବେଶ୍‌ ଭଲ ରହିବ । ଶୁକ୍ର ଏବଂ ରାହୁଙ୍କ ସଂଯୋଗରେ ଅଧିକ ଭଲ ଫଳ ପ୍ରାପ୍ତିର ସମ୍ଭାବନା ରହିଛି । ନିଯୁକ୍ତ କ୍ଷେତ୍ରରେ ବି ଉତ୍ତମ ଫଳପ୍ରାପ୍ତିର ସମ୍ଭାବନା ରହିଛି ।

ସିଂହ- ଏହି ଗ୍ରହ ଚଳନ ସିଂହ ରାଶିରେ ବେଶ୍‌ ଭଲ ପ୍ରଭାବ ପକାଇବ । ମାତ୍ର କୌଣସି ନିର୍ଣ୍ଣୟ ତରବରିଆ ଭାବେ ନିଅନ୍ତୁ ନାହିଁ । ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ ।

ଧନୁ- ଭଲ ପରିଣାମ ପ୍ରାପ୍ତିର ସମ୍ଭାବନା ରହିଛି । ବିଭିନ୍ନ ପୁରୁଣା ସମସ୍ୟାର ସମାଧାନ ହେବ । ଅର୍ଥ ତଥା ଆୟ ବୃଦ୍ଧି ପାଇଁ ଭଲ ସମୟ ଆସିବ ।

ମୀନ – ଆକସ୍ମିକ ଲାଭର ଯୋଗ ରହିଛି । କାର୍ଯ୍ୟକ୍ଷେତ୍ରରେ ଉନ୍ନତି । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories