ସୋର: ବଡେଇସାହି ଛକରେ ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ମହୀସୁର ହାୱଡା ଡାଉନ ଟ୍ରେନ ଆଗକୁ ଡେଇଁ ଯୁବକ ଜଣଙ୍କ ଆତ୍ମହତ୍ୟା କରିଛନ୍ତି। ଏପର୍ଯ୍ୟନ୍ତ ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ସୂଚନାଯୋଗ୍ୟ, ଆଜି ସକାଳେ ଏହି ସ୍ଥାନରେ ଜଣେ ଅପରିଚିତ ମହିଳାଙ୍କ ମୃତଦେହ ଠାବ ହୋଇଥିଲା।
Popular Categories



