www.samajalive.in
Monday, December 8, 2025
27.1 C
Bhubaneswar

ଭୁବନେଶ୍ୱର-କଟକରେ ପୁଣି ନିଯୁକ୍ତ ହେବେ ଟ୍ରାଫିକ୍‍ ସ୍ଵେଚ୍ଛାସେବୀ

ଭୁବନେଶ୍ୱର :  ଭୁବନେଶ୍ୱର ଓ କଟକ ମହାନଗରରେ ପୁଣି ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀ ନିଯୁକ୍ତ ହେବେ। ଏଥିପାଇଁ ଚୟନ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହେବ। ପ୍ରାୟ ୨ ବର୍ଷର ବ୍ୟବଧାନ ପରେ ପୁଣି ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀ ନିଯୁକ୍ତ ହେବେ। ଦୁଇ ନଗରୀରେ ୩୨୦ ଜଣ ଛାତ୍ରଛାତ୍ରୀଙ୍କୁ ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀ ଭାବେ ନିଯୁକ୍ତ କରାଯିବ।
ଭୁବନେଶ୍ୱର ପାଇଁ ୨୦୦ ଜଣ ଓ କଟକରେ ୧୨୦ ଜଣ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପତ୍ର ଦିଆଯିବ । ଏହି ଟ୍ରାଫିକ୍‍ ବିଦ୍ୟାର୍ଥୀ ସ୍ଵେଚ୍ଛାସେବୀଙ୍କୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ଦୁଇ ମହାନଗରର ବିଭିନ୍ନ ଛକରେ ମୁତୟନ କରାଯିବ ବୋଲି କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ଜଣାପଡିଛି ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories